News
WhatsApp Image 2023-10-04 at 17.25.00
samparksetu

ଶଶୁର ଘରେ ଜ୍ୱାଇଁ ର ଆତ୍ମହତ୍ୟା !

ହିନ୍ଦୋଳ ବ୍ଳକ୍ କଳାଙ୍ଗ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ଗଗନ ଜେନା ନିଜ ଶଶୁର ଘର କୂଅରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ , ହିନ୍ଦୋଳ କପିସାହିର ରୀନା ସାହୁ ଙ୍କୁ ବିବାହ କରିଥିଲେ କିନ୍ତୁ ଗତ ୪ବର୍ଷ ହେବ ପାରିବାରିକ କଳହ ହେତୁ ରୀନା ନିଜ ବାପଘରେ ଆସି ରହୁଥିଲେ ,ମଝିରେ ମଝିରେ ଗଗନ ରୀନାଙ୍କୁ ଦେଖା କରିବାକୁ ଆସୁଥିଲେ ।ଗତ କାଲି ରାତିରେ ପାରିବାରିକ କଳହ କୁ ନିଜ ଶଶୁର ଘର ବାଡ଼ିରେ ଥିବା କୂଅରେ ରଶି ଲଗାଇ ଗଗନ ଆତ୍ମହତ୍ୟା କରିଛନ୍ତି ।

new life
You might also like
error: Content is protected !!