News
WhatsApp Image 2023-10-04 at 17.25.00
samparksetu

ମହୁଲଖୋଳି ଗ୍ରାମର ଚାଷୀମାନଙ୍କ ମୁହଁରେ ହସ ଫୁଟାଉଛି କ୍ଷେତ ପୋଖରୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମହୁଲଖୋଳି ଗ୍ରାମରେ କିଛି ଚାଷୀ ମାନେ କ୍ଷେତ ପୋଖରୀ ଯୋଜନାର ମିଳିଛି ସୁଫଳ କ୍ଷେତରେ ଫଳିଛି ସୁନାର ଫସଲ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବା ସହ ପାଇପାରିଛନ୍ତି ରୋଜଗାର କ୍ଷମ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ କିନ୍ତୁ ସଫଳତା ମିଳିଥାଏ l

ମରୁଡି ଅଞ୍ଚଳ ଭାବେ ଯଉ ଗାଁ ଚର୍ଚ୍ଚା ରହୁଥିଲା ସେହି ଗାଁ ରେ ଏବେ ଫଳିଛି ସୁନାର ଫସଲ ବର୍ଷା ଅଭାବ ଯୋଗୁ ମରୁଡ଼ି ସ୍ଥିତି ଉପୁଜୁଥିଲା ଋଣ ଭାର ରେ ନୟାନ୍ତ ହେଇ ପଡୁଥିଲେ କିନ୍ତୁ ଏବେ ଚିତ୍ର ବଦଳି ଯାଇଛି ସରକାରଙ୍କ କ୍ଷେତପୋଖରୀ ଯୋଜନା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ଉଦ୍ୟାନ ବିଭାଗ ସହଯୋଗ କ୍ରମେ କ୍ଷେତ ପୋଖରୀ ଯୋଗୁଁ ଧାନ, ମାଛ, କଦଳୀ, ପିଜୁଳି ଅମ୍ବୁତଭଣ୍ଡା ଓ ପନିପରିବା ଚାଷ କରି ଧରଣୀଧର ଗୋଛାୟତ, ଦୟାନିଧି ବେହେରା, ରାଧାରାଣୀ ବେହେରା ଶରତ ନାୟକ ପ୍ରମୁଖ ଚାଷୀ ମାନେ ଢେଙ୍କାନାଳ ଜିଲ୍ଲାର ଅନେକ ଚାଷୀଙ୍କୁ ଖ୍ୟାତି ଆଣି ଦେଇଛି। ସେମାନେ ନୂତନ ପ୍ରଣାଳୀରେ ଚାଷ କରି ସ୍ବାବଲମ୍ବୀ ହେବା ସହ ପାଲଟିଛନ୍ତି ପ୍ରେରଣା l

new life
You might also like
error: Content is protected !!