News
WhatsApp Image 2023-10-04 at 17.25.00
samparksetu

ବିଦ୍ୟୁତ ଆଘାତରେ ଲାଇନ ମ୍ୟାନ ମୃତ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୋରେଇ ଗାଡ଼ିଆ ନିକଟରେ ବିଦ୍ୟୁତ ଆଘାତରେ ଜଣେ ଲାଇନ ମ୍ୟାନର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, କୋରେଇ ଗାଡ଼ିଆ ଗ୍ରାମ ନିକଟରେ ବିଦ୍ୟୁତ କାର୍ଯ୍ୟ ଚାଲିଥିଲା ,ସେଠାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଲାଇନ ମ୍ୟାନ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ନୟାଗଡ଼ ଜିଲ୍ଲା ପାଣୁସାହୁ ପାଟଣା ର ସନ୍ଦିପ ବେହେରା ।

new life
You might also like
error: Content is protected !!