News
WhatsApp Image 2023-10-04 at 17.25.00
samparksetu

କୁନୁଆଁ ପୀଠାଧିଶ୍ୱରୀ ଶ୍ରୀ ଶ୍ରୀ ମା’ ସୁକିଆ ବାଉତି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କୁନୁଆଁ ଗ୍ରାମରେ ସୁନ୍ଦର ପରିବେଶରେ କେଉଁ କାଳରୁ ପୂଜା ପାଉଛନ୍ତି କୁନୁଆଁ ପୀଠାଧିଶ୍ୱରୀ ଶ୍ରୀ ଶ୍ରୀ ମା’ ସୁକିଆ ବାଉତି । ଲୋକଙ୍କ କହିବା ଅନୁଯାୟୀ ମା’ ଙ୍କର ଅନେକ ମହିମା ରହିଛି ମା’ ଙ୍କ ପୀଠରୁ କେହି କେବେ ଖାଲି ହାତରେ ଫେରେନାହିଁ ।

ସେଥିପାଇଁ କାହିଁ କେତେ ଦୂରରୁ ଭକ୍ତ ଧାଇଁ ଆସନ୍ତି ମାଙ୍କ ସରଣକୁ । ଦଶହରା ଏବଂ ମାର୍ଗଶିର ମାସ ଶେଷ ଗୁରୁବାରେ ମା’ ଙ୍କର ପୀଠରେ ପାଳିତ ହୁଏ ବଡ଼ପର୍ବ । ଏହି ପୀଠ ଢେଙ୍କାନାଳ ସହାରରୁ ପ୍ରାୟ ୩୦କି.ମି ଦୂରରେ ଅବସ୍ଥିତ ।

new life
You might also like
error: Content is protected !!