ଇଶ୍ଵରୀ ସୁରଭି ସୁଧା ବସୁଧା ଇନ୍ଦିରା
ଆଦିତି ଅମଳା ଅର୍ଣ୍ଣl ଅମୀୟl ଅକ୍ଷରା l
ସମ୍ପଦା ସିନ୍ଧୁଜା ଶ୍ରେୟା ଭାର୍ଗବୀ ଶ୍ରୀଦେବୀ
କଲ୍ୟାଣୀ କମଳା କୁହୁ ଭାମା ଧନ୍ୟା ଦେବୀ l
ପଦ୍ମିନୀ ମଙ୍ଗଳା ଶାନ୍ତl ମାୟା ନେତ୍ରୀ ନିତ୍ୟl
ପଦ୍ମଜା ରାଗିଣୀ ରମା ପୁଷ୍ଟି ଜୟା ସତ୍ୟା l
ପଦ୍ମାଳୟା ପଦ୍ମମୁଖୀ ଶୁଭପ୍ରଦା ଶୁଭା
ଅଶୋକା ହରିବଲ୍ଲଭି ପ୍ରସନ୍ନlକ୍ଷୀ ପ୍ରଭା l
ବିମଳା ବିଶ୍ଵଜନନୀ ଭାସ୍କରୀ ଅମ୍ରିତା
ଯଶସ୍ୱିନୀ ବସୁନ୍ଧରା ବିଷ୍ଣୁପତ୍ନୀ କାନ୍ତl l
ଜୀବିକା ଚନ୍ଦ୍ରବଦନା ଶ୍ରୀ କରୁଣା ଧୃତୀ
ବିଭା ବିଦ୍ୟା ବୁଦ୍ଧି ଦିପ୍ତl ଚଞ୍ଚଳା ଜାଗୃତି l
ନମାମି ନମାମି ମାତା ସମୁଦ୍ରତନୟା
ଲୋକମାତ୍ରୀ ସୁପ୍ରସନ୍ନl ଚନ୍ଦ୍ରl ପଦ୍ମପ୍ରିୟା l
✍️ସୌମ୍ୟେନ୍ଦ୍ର ମିଶ୍ର