News
WhatsApp Image 2023-10-04 at 17.25.00
samparksetu

ବାବା ଚନ୍ଦ୍ରଶେଖରଙ୍କ ଆଶୀର୍ବାଦରୁ ମୁଁ ସୁସ୍ଥ ଅଛି: ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା

ଆଂଶିକ ଭାବେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେତୁ ଗତକାଲି କଟକ ସ୍ଥିତ ଏକ ଘରୋଇ ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ।

ତେବେ ଜିଲ୍ଲାପାଳଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଥିବା ବେଳେ କିଛି ଇନଫେକ୍ସନ ହେତୁ ତାଙ୍କୁ ଚିକିତ୍ସା ନିମନ୍ତେ ଆଇସିୟୁ ରେ ଭର୍ତ୍ତି କରାଯାଇଛି ବୋଲି ଢେଙ୍କାନାଳ ସିଡିଏମଓ ସୁଜାତା ରାଣୀ ମିଶ୍ର କହିଥିଲେ ।

ତେବେ ବାବା ଚନ୍ଦ୍ରଶେଖରଙ୍କ ଆଶୀର୍ବାଦରୁ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଥିବାର ଜଣାଇଛନ୍ତି ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ।

new life
You might also like
error: Content is protected !!