News
WhatsApp Image 2023-10-04 at 17.25.00
samparksetu

ନୂଆ ପୋଖରୀରେ ବୁଡ଼ି ଯୁବକ ମୃତ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଦ୍ଭାଗୀରଥି ସାଗର (ନୂଆ ପୋଖରୀ ) ରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ମାନସ ଦେହୁରୀ ।

ସୁଚନା ଅନୁଯାୟୀ , ଆଜି ନେହେରୁ ପାର୍କର କାର୍ଯ୍ୟରତ ମାଳୀ ମିନକେତନ ଦେହୁରୀଙ୍କ ବଡ ପୁଅ ମାନସ ଦେହୁରୀ ଭଗୀରଥୀ ସାଗରକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ତାଙ୍କର ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି ପରେ , ପୋଖରୀରେ ତାଙ୍କ ଶରୀର ଭାଷୁଥିବାର ଦେଖି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

new life
You might also like
error: Content is protected !!