News
WhatsApp Image 2023-10-04 at 17.25.00
samparksetu

ନିୟମ ଉଲଘଂନ କରି ଘାଟରେ ବେଧଡ଼କ ଚାଲିଛି ଡ଼ଙ୍ଗା ଚଳାଚଳ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡ଼ପଡ଼ା ବ୍ଲକ ଖଡକ ପ୍ରାସାଦ ପଞ୍ଚାୟତର ଡଙ୍ଗା ଘାଟ ଓ ଚିନ୍ତା ପୋଖରୀ ପଞ୍ଚାୟତର ଘାଟରେ ସରକାରଙ୍କ ନିୟମ ଉଲଘଂନ କରି ଡ଼ଙ୍ଗା ଚାଲିଥିବ ଦେଖିବାକୁ ମିଳୁଛି ।

ଲୋକଙ୍କ ନିରାପଦ ପାଇଁ ସେଠାରେ ଆବଶ୍ୟକ ଟ୍ୟୁ ,ବେଲୁନ ,ସେଫ୍ଟି ବ୍ଲେଟ୍ ଇତ୍ୟାଦି ସରଞ୍ଜାମ ନାହିଁ ।ଖୋଲା ଡଙ୍ଗାରେ ଯାତ୍ରୀମାନଙ୍କୁ ନେବା ଆଣିବା କରାଯାଉଥିବାର ଦେଖିବାକୁ ମିଳୁଛି। ଅନେକ ସମୟରେ ସେଠାରେ ଯାତ୍ରୀ ନିଖୋଜ ଓ ମୃତ୍ୟୁବରଣ କରୁଥିବାର ଖବର ସମ୍ମୁଖକୁ ଆସୁଛି । ଏହିପରି ଘାଟକୁ ନିଲାମ ଦେବା ବନ୍ଦ କରିବା ସହ ଡଙ୍ଗା ଚଳାଚଳ ବନ୍ଦ ପାଇଁ ଗ୍ରାମବାସୀ ଦାବି କରିବା ସହ , ଉଚ୍ଚ ସ୍ଥର ରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚର୍ଚ୍ଚା ହେଉଛି ।

new life
You might also like
error: Content is protected !!