News
WhatsApp Image 2023-10-04 at 17.25.00
samparksetu

ହମ୍ପସ ରେ ପିଟିହେଲା ବାଇକ , ୩ ଜଣ ଗୁରୁତର ଆହତ

ଭୁବନ ବ୍ଲକ ପଳାସପିଠିଆ ଠାରେ ହମ୍ପସ ରେ ପିଟି ହୋଲା ବାଇକ, ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଆହତ ୩ଜଣ ହେଲେ ଗୋଲେଖ ଦେହୁରୀ (୩୬) , ବାବୁଲି ପାତ୍ର (୪୦) ଓ ଆରତୀ ପାତ୍ର ।

ସୂଚନା ଅନୁଯାୟୀ , ଗୁରୁବାର ରାତିରେ ମଠକରଗୋଳା ଗ୍ରାମର ଆରତୀ ପାତ୍ର ନିଜ ବାପାଙ୍କ ଘରୁ ନିଜ ଘରକୁ ସ୍ୱାମୀ ଙ୍କ ସହ ବାଇକ ଯୋଗେ ଫେରୁଥିବା ବେଳେ ବାଇକ ହମ୍ପସ ରେ ପିଟି ହୋଇଥିଲା ଯାହା ଫଳରେ ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହେବା ସହ ହମ୍ପସ ନିକଟରେ ଠିଆ ହୋଇଥିବା ଗୋଲେଖ ଦେହୁରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ଗୁରୁତରଙ୍କୁ ଅଗ୍ନିଶମ କର୍ମଚାରୀ ଙ୍କ ଦ୍ୱାରା ଭୁବନ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା , ପ୍ରାଥମିକ ଚିକିତ୍ସା ପରେ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି ।

new life
You might also like
error: Content is protected !!