News
WhatsApp Image 2023-10-04 at 17.25.00
samparksetu

ଜାଲ ଦସ୍ତଖତ ମାରି ଅଙ୍ଗନବାଡ଼ି ଦିଦି ଛୁଆଙ୍କ ଚାଉଳ, ଛତୁଆ ଓ ଅଣ୍ଡା ଖାଇଯିବା ଘଟଣା ; ଉପଜିଲ୍ଲାପାଳ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗାଁର ଅଙ୍ଗନୱାର୍ଡ଼ି କେନ୍ଦ୍ରରେ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ଖାଦ୍ୟକୁ ଦିଦି ମାମିନା ନାଏକ ଆତ୍ମସାତ୍ କରୁଥିବା ଛୁଆଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।

ପ୍ରାୟ ୪ ମାସ ହେବ ଛୁଆଙ୍କୁ ଚାଉଳ, ଛତୁଆ କିମ୍ବା ଅଣ୍ଡା ପ୍ରଦାନ କରାଯାଇନାହିଁ । ମାତ୍ର କାଗଜ କଲମରେ ଦିଦିଙ୍କର ଚାଷ ସମ୍ପୂର୍ଣ୍ଣ ଠିକ୍ ରହିଛି ।

ଏ ନେଇ ଢେଙ୍କାନାଳ ଅପଡେଟ ରେ ଫେବ୍ରୁଆରୀ-୧ ରେ ଖବର ପ୍ରସାରଣ ହୋଇଥିଲା ତେବେ ଖବର ପ୍ରସାରଣ ହୋଇଥିଲା ତେବେ ଖବର ପ୍ରସାରଣ ର ୨ଦିନ ଭିତରେ ଜିଲ୍ଲାପାଳ ଶ୍ରୀ ଭିମେଶ ଚନ୍ଦ୍ର ବେହେରା କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କୁ ଏହି ଘଟଣାର ତଦନ୍ତ କରି ଉଚିତ କାର୍ଯ୍ୟ।ନୁଷ୍ଟାନ ନେବାକୁ ନିରର୍ଦ୍ଦେଶ ଦେଇଛନ୍ତି ।

ତେବେ ଦେଖିବାକୁ ବାକି ରହିଲା ଦିଦି ଙ୍କ ବିରୋଧରେ କଣ କାର୍ଯ୍ୟlନୁଷ୍ଟାନ ଗ୍ରହଣ କରୁଛି ପ୍ରଶାସନ ।

new life
You might also like
error: Content is protected !!