ଢେଙ୍କାନାଳ ସହର ଠାରୁ ୨୨କିଲୋମିଟର ଦୂରରେ ଓଡାପଡା ବ୍ଳକରେ ରହିଛି ପୋଡାପଡl ଗ୍ରାମ । ଗ୍ରାମକୁ ରକ୍ଷା କବଚ ଭଳି ସମସ୍ତ ଅଘଟଣରୁ ରଖ୍ୟା କରୁଛନ୍ତି ଗ୍ରାମର ଗ୍ରାମ ଦେବତୀ ମା’ କଳlପଟ ।
ଗ୍ରାମର ବହୁ ପୂରାତନ ମନ୍ଦିର ଯେଉଁଠାରେ ପୂଜା ପାଉଛନ୍ତି ମା’ । ମା’ ଙ୍କ ପୀଠରେ ଭାଦ୍ରବ ପୂର୍ଣ୍ଣିମା ଓ ଦୂର୍ଗାପୂଜା ରେ ବଡ଼ ପର୍ବର ଆୟୋଜନ କରାଯାଏ ।