News
WhatsApp Image 2023-10-04 at 17.25.00
samparksetu

ପରଜଙ୍ଗ ଜିଲ୍ଲା ପରିଷଦ ଉପ ନିର୍ବାଚନ, ପ୍ରଶାନ୍ତ ବିଜେପି ପ୍ରାର୍ଥୀ

ଜିଲ୍ଲା ସଭାପତି ନରେଶ ମହାପାତ୍ର ସୁପାରିସ କରିଥିବା ପ୍ରଶାନ୍ତ ବିଶ୍ଵାଳଙ୍କ ନାମକୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଜିଲ୍ଲା ପରିଷଦ ଉପ ନିର୍ବାଚନ, ୩ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଆନ୍ଦା ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ନାୟକ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଏହି ନିଷ୍ପତ୍ତିକୁ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ଭୂଷଣ ପ୍ରଧାନ ସ୍ବାଗତ ସହ ଅଷ୍ଟଶମ୍ଭୁ ମଣ୍ଡଳ କୁଆଳୋ ସଭାପତି ଦୟାନିଧି ସାହୁ ଙ୍କ ସମେତ ସମସ୍ତ ସମ୍ପାଦକ, କୋଷାଧକ୍ଷ ଏବଂ କାର୍ଯ୍ଯକର୍ତ୍ତା ମଧ୍ଯ ସ୍ବାଗତ କରିଛନ୍ତି ।

new life
You might also like
error: Content is protected !!