ରାଜୀବଲୋଚନ ଜୟ ଶ୍ରୀରାମ
କୌଶଲ୍ୟାନନ୍ଦନ ଜୟଶ୍ରୀରାମ
ରଘୁକୁଳ ତିଳକ ଜୟ ଶ୍ରୀରାମ
ଦଶରଥ ବାଳକ ଜୟ ଶ୍ରୀରାମ
ଜାନକୀ ଇଶ୍ୱର ଜୟ ଶ୍ରୀରାମ
ଲବକୁଶ ପିୟର ଜୟ ଶ୍ରୀରାମ
ହନୁମନ୍ତ ପୂଜ୍ୟ ଜୟ ଶ୍ରୀରାମ
ସୌମିତ୍ରୀ ଅଗ୍ରଜ ଜୟ ଶ୍ରୀରାମ
ସୁଗ୍ରୀବର ସଖା ଜୟ ଶ୍ରୀରାମ
ବିଭୀଷଣେ ରକ୍ଷା ଜୟଶ୍ରୀରାମ
ରାବଣ ନାଶକ ଜୟ ଶ୍ରୀରାମ
ଅହଲ୍ୟା ତାରକ ଜୟ ଶ୍ରୀରାମ
ଅଯୋଧ୍ୟା ପାଳକ ଜୟଶ୍ରୀରାମ
ପ୍ରାଜାନୁରଞ୍ଜକ ଜୟ ଶ୍ରୀରାମ
ସତ୍ୟ ଅନୁରାଗୀ ଜୟ ଶ୍ରୀରାମ
ନ୍ୟାୟଧର୍ମ ମାର୍ଗୀ ଜୟଶ୍ରୀରାମ
ରାଜଚକ୍ରବର୍ତ୍ତୀ ଜୟ ଶ୍ରୀରାମ
ଅସୁମାରୀ କୀର୍ତ୍ତ ଜୟ ଶ୍ରୀରାମ
ପୁରୁଷ ଉତ୍ତମ ଜୟ ଶ୍ରୀରାମ
ରୂପ ଅନୁପମ ଜୟ ଶ୍ରୀରାମ
ଭକତ ବତ୍ସଳ ଜୟ ଶ୍ରୀରାମ
ଶାନ୍ତ ସୁକୋମଳ ଜୟ ଶ୍ରୀରାମ
ମମ ହୃଦ ଚିନ୍ତନ ଜୟ ଶ୍ରୀରାମ
ଦିବାନିଶି ବନ୍ଦନ ଜୟ ଶ୍ରୀରାମ
ପାପତାପ ହରଣ ଜୟଶ୍ରୀରାମ
ଆଦିଅନ୍ତ କାରଣ ଜୟ ଶ୍ରୀରାମ
ତଵପାଦେ ମିନତି ଜୟଶ୍ରୀରାମ
ହରିନିଅ ଦୁର୍ଗତି ଜୟ ଶ୍ରୀରାମ
ଶରଣମ ଗଛାମି ଜୟଶ୍ରୀରାମ
ନୟନ ପଥଗାମୀ ଜୟ ଶ୍ରୀରାମ