News
WhatsApp Image 2023-10-04 at 17.25.00
samparksetu

ଧାନମଣ୍ଡି ରେ ଅବ୍ୟବସ୍ଥା , ଫାଟକ ଆଗରେ ଧାରଣାରେ ଚାଷୀ

ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରତନପୁର ସେବା ସମବାୟ ସମିତି ରେ ଧାନମଣ୍ଡି ରେ ଚାଷୀ ମାରାଣା ନୀତି ଚାଲିଛି ବୋଲି ଅଭିଯୋଗ ଆଣି ସମିତି ର ଫାଟକ ଆଗରେ ଧାରଣାରେ ବସିଲେ କରଡ଼ାବାଣି ଗ୍ରାମର ସମସ୍ତ ଚାଷୀ |

ସେମାନଙ୍କର ଅଭିଯୋଗ ଅନୁଯାୟୀ , ସମିତି ର ସଭାପତି ଓ ସମ୍ପାଦକ ମିଲି ଭଗତ ରେ ଧାନମଣ୍ଡି ଚାଲିଛି |ମିଳିଥିବା ସୂଚନ ସୂଚନା ରୁ ପ୍ରକାଶ ସରକାର ଙ୍କର ନୂତନ ସମବାୟ ନିୟମରେ ବେଗା ପଞ୍ଚାୟତ ରତନପୁର ସମବାୟ ସେମିତି ରେ ସାମିଲ ହୋଇଥିଲା |ରାଜନୀତିକ ଅଭିସନ୍ଧି ରଖି ସମିତି ଏପରି କରୁଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି |

ସରକାର ତୁରନ୍ତ ଏହା ଉପରେ ଦୃଷ୍ଟି ନିଁକ୍ଷପ କରି ଚାଷୀ ସମୂହ ଙ୍କୁ ତାଙ୍କର ନାର୍ଯ୍ୟ ଅଧିକାର ଦେବାକୁ ଦୃଢ଼ ଦାବି ହୋଇଛି ।

new life
You might also like
error: Content is protected !!