News
WhatsApp Image 2023-10-04 at 17.25.00
samparksetu

ଜରି ପାଲ ତଳେ ଦିନ କାଟୁଛନ୍ତି ବୃଦ୍ଧା ଦମ୍ପତ୍ତି

ଢେଙ୍କାନାଳ ସଦର ବ୍ଳକ୍ ଅନ୍ତର୍ଗତ ଶଙ୍କରପୁର ପଞ୍ଚାୟତ ଭଙ୍ଗାମାଳ ଗ୍ରାମର ବୃଦ୍ଧା ଦମ୍ପତ୍ତି କାଞ୍ଚନ ସାହୁ ଏବଂ ଦ୍ଵିଯବର ସାହୁ । ଆଗପଛ କହିଲେ ପାଖରେ କେହି ନାହାନ୍ତି , ଗୋଟିଏ ବୋଲି ପୁଅ ସେ ବୋହୁ ସହ ବାହାରେ ରୁହୁଛି ବୋଲି କୁହନ୍ତି ଦମ୍ପତ୍ତି ।

ସରକାରୀ ସହାୟତା କହିଲେ ଚାଉଳ ଏବଂ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି । ଏତିକିରେ ଦୁଃଖ ସୁଃଖରେ ଜୀଵନ ବିତାଉଛନ୍ତି । କିନ୍ତୁ ଅନେକ ଜିହରି ପରେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇ ପାରିଲେ ନାହିଁ ଏହି ଦମ୍ପତ୍ତି , ଏକ ଭଙ୍ଗା ଚଳିଆରେ ଜରି ପାଲ ପକାଇ ଦିନ ବିତାଉଛନ୍ତି ଏହି ବୃଦ୍ଧା ଦମ୍ପତ୍ତି ।

new life
You might also like
error: Content is protected !!