News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲା ସ୍ଥରୀୟ ସରଗି ଫୁଲ୍ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଆଲୁଅ ଝରଣ ସେବାଶ୍ରାମ ସ୍କୁଲ ରେ ଅନୁସୁଚିତ ଜନଜାତ ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଜିଲ୍ଲାର ସମସ୍ତ ସେବାଶ୍ରମ ରଛାତ୍ର, ଛାତ୍ରି ମାନଙ୍କର ଆଜି ଜିଲ୍ଲା ସ୍ତରୀୟ ସରଗି ଫୁଲ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଗତ ଦୁଇ ର୍ବଷ ହେବ କରୋନା କଟକଣା ଯୋଗୁ ସରଗିଫୁଲ ହେଇପାରିନଥିଲା। ଚଳିତଥର ହେଉଥିବାରୁ ଛାତ୍ର ଛାତ୍ରି ମାନେ ବେସ ଆଗ୍ରହ ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର ନାଚ ,ଗୀତ ,କୁଇଜ୍ ଓ ବିଜ୍ଞାନ ଉପରେ ମଧ୍ୟ ଭାଗନେଇଥିଲ ।

ଏହି ଉତ୍ସବ ରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ,କାମାକ୍ଷା ନଗର ଉପଜିଲ୍ଲାପାଳ,ଜିଲ୍ଲା ମଙ୍ଗଳଅଧିକାରୀ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉପସ୍ଥିତି ଥିଲେ ।

ତେବେ ଏହି ଉତ୍ସବ ରେ ଜିଲ୍ଲାର ସମସ୍ତ ସେବାଶ୍ରାମ ସ୍କୁଲ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ,ଇଚ୍ଛୁକ ଛାତ୍ର ଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରିଥିବା ବେଳେ,ଭଲ ପ୍ରଦର୍ଶନ କରିଥିବା କୃତୀ ଛାତ୍ର ଛାତ୍ରୀ ଙ୍କୁ ପରିଶେଷରେ ପୁରସ୍କାର ବିତରଣ କରାଯାଇଥିଲା ।

new life
You might also like
error: Content is protected !!