News
WhatsApp Image 2023-10-04 at 17.25.00
samparksetu

ରାତି ଅଧିଆ ଗୁଳିକାଣ୍ଡ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁର ରେ ଗୁଳିକାଣ୍ଡ । ଗୁଳିକାଣ୍ଡ ରେ କାମାକ୍ଷାନଗର ଅନନ୍ତପୁର କଲୋନୀ ର ତୋଫାନ ପାତ୍ର (୨୮) ଓ ଆକାଶ ନାୟକ ଗୁରୁତର ଏବଂ ରାଜକିଶୋର ନାୟକ ଆହତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବାର ସୂଚନା ।

ଚିକିତ୍ସା ନିମନ୍ତେ ଗୁରୁତର ଙ୍କୁ କାମାକ୍ଷାନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ପରେ ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି ।

ଅନ୍ୟପଟେ ଘଟଣା ସ୍ଥଳରେ କାମାକ୍ଷାନଗର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

new life
You might also like
error: Content is protected !!