News
WhatsApp Image 2023-10-04 at 17.25.00
samparksetu

ଏକ ସପ୍ତାହ ହେବ ଅଚଳ ହୋଇ ପଡିଛି ଷ୍ଟେଟବ୍ୟାଙ୍କ ଏଟିଏମ ; ଟଙ୍କା ଉଠାଇବା ପାଇଁ ଗ୍ରାହକ ହନ୍ତସନ୍ତ !

ଢେଙ୍କାନାଳ ଜିଲ୍ଲା ଦୁର୍ଗା ବଜାର କୋର୍ଟ ଛକ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ଟି ପ୍ରାୟ ଏକ ସପ୍ତାହ ହେବ ଅଚଳ ହୋଇ ପଡ଼ିରହିଛି । ଯାହା ଫଳରେ ଗ୍ରାହକ ମାନେ ଟଙ୍କା ଉଠାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ଅଞ୍ଚଳରେ ବିଭିନ୍ନ ସରକାରୀ ଅଫିସ ରହିଥିବା ବେଳେ ନିକଟରେ ଜିଲ୍ଲା କୋର୍ଟ ରହିଛି । ଅନେକ ଲୋକ ପ୍ରତିଦିନ ଏହି ଏଟିଏମ ରୁ ଟଙ୍କା ଉଥାଉଥିବା ବେଳେ ଏଟିଏମ ଟି ଅଚଳ ହେବା ପରେ ଲୋକମାନେ ଟଙ୍କା ଉଠାଇବାରେ ବାହୁ ଅସୁବିଧାର ସମ୍ମୁଖୀନ । ଏହି ଏଟିଏମ ଟି ପ୍ରାୟ ସମୟ ଏହିଭଳି ଅଚଳ ରହୁଥିବା ବେଳେ ଏହାକୁ ଅତିଶୀଘ୍ର କାର୍ଯ୍ୟକାରୀ କରିବାକୁ ସାଧାରଣରେ ଦାବି ହୋଇଛି ।

new life
You might also like
error: Content is protected !!