News
WhatsApp Image 2023-10-04 at 17.25.00
samparksetu

କପାଳ ଲିଖନ


ପୂରୁବ ଜନମ       କରମକୁ ନେଇ
     ବିହିଲେଖେ  ଭାଲପଟ୍ଟାରେ !
ସୁଖ ଅଳପକୁ      ଦୁଃଖ  ସାଗରରେ
     ଡୁବିଡୁବି ଭାଷି  ଚାଲେରେ !!
ଏକଈର  ବଳା      ବିସିକେଶନ ମୁଁ
      ଜନମିଥିଲି      ଏ ଗାଁରେ !
ଦୁଃଖ  ହରଣରେ     ସେନେହଭାଯକ
           ମିଶାଣ   ପୀରତିଭରେ !!
ସହପାଠୀ  ମାନେ    ଇଙ୍ଗିତ କରନ୍ତି
       ମରହଟିଆ      ଗାଉଁଲି !
ବେସଭୁଷା          ରୂପରଙ୍ଗମୋର
        ଜୋକର  କାର୍ଟୁନ ଭଳି !
ମୋବୟସର         ସାଙ୍ଗସାଥିମାନେ
       ବିଭାଘର ହୋଇଗଲେଣି !!
ଲୋକଦେଖି  ମତେ   କୁହାକୁହିହନ୍ତି
      ଛପରତୋ  ଉଡ଼ିଗଲାଣି !
ଡେବିଟି କାର୍ଡର    ଲୋନକୁନେଇ
     ଭବିଷ୍ୟତ  ଗଢ଼ି ତୋଳୁଛି !!
କପାଳ ଲିଖନ     କେକରିବ ଆନ
      ମରମେ ମରମେ  ଝୁରୁଛି

      ✍️ ସୂର୍ଯ୍ୟ ନାୟକ

new life
You might also like
error: Content is protected !!