News
WhatsApp Image 2023-10-04 at 17.25.00
samparksetu
Browsing Tag

#dhenkanal #dhenkanalupdate

ବଜ୍ରାଘାତରେ ଯୁବତୀ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଏକ ଦୁଃଖଦାୟକ ଘଟଣା ଘଟି ଯାଇଛି । ବଜ୍ରାଘାତରେ ଜଣେ ଯୁବତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ , ହିନ୍ଦୋଳ ବ୍ଲକ ରସୋଳ ଥାନା ଜରଡ଼ା ପଂଚାୟତ ବାଲିକିଆରୀ ଅଞ୍ଚଳର ବାଲିସାହି ଗ୍ରାମର ତୀର୍ଥବାସି ସାହୁଙ୍କ ଝିଅ ନମିତା

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ,ପରିବାର କଲେ ହତ୍ୟା ଅଭିଯୋଗ

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଥାନା ଅନ୍ତର୍ଗତ ଗୋବରୀ ଗ୍ରାମ ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ ,ଉକ୍ତ ଗାଁର ଯଶୋଦା ମୁଣ୍ଡା(୧୮) ଘରେ ଝୁଲନ୍ତା ଅବସ୍ଥାରେ ଘରେ ଦେଖିବାକୁ ମିଳିଥିଲା ।ବାପା ରତ୍ନାକର ମୁଣ୍ଡା କୌଣସି କାମରେ ବାହାରକୁ ଯାଇଥିଲେ ଗତକାଲି ଘରକୁ

ଅଗ୍ନିକାଣ୍ଡ ରେ ୭ଟି ପରିବାର ଘର ଓ ସମ୍ପତ୍ତି ନଷ୍ଟ

କାମାକ୍ଷାନଗର ଉପଖଣ୍ଡ ଅଁଳାବେରଣୀ ପଞ୍ଚାୟତ ଅନ୍ତର୍ଗତ ଅଁଳାବେରଣୀ ହରିଜନ ସାହିର ସାତ ଟି ପରିବାର ର ପ୍ରାୟ ବାର ବଖରା ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଆଜି ଦୁଇ ପ୍ରହର ପ୍ରାୟ ଦୁଇ ଘଟିକା ସମୟ ରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟିଥିଲା । ଗ୍ରାମବାସୀ ଙ୍କ କହିବା ଅନୁଯାଇ

ଫାଇନାନ୍ସ ସଂସ୍ଥାର କର୍ମଚାରୀ ଆଦାୟ ଟଙ୍କା ନେଇ ଫେରାର

ଗଁଦିଆ ଠାରେ ଥିବା ଏକ ଘରୋଇ ଅର୍ଥ ଲଗାଣ କାରି ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଆଦାୟ ଟଙ୍କା ନେଇ ଫେରାର ଥିଲା ଆଜି ଗଁଦିଆ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାଯାଇଛି । ପୋଲିସ ଠାରୁ ପ୍ରକାଶ କି , ଉକ୍ତ ବ୍ଲକରେ କାର୍ଯ୍ୟ କରୁଥିବା ସମସ୍ତା ଅର୍ଥ ଲଗାଣ

ଝିଅ ଘରୁ ଫେରୁଥିବା ବେଳେ ଚାପି ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ

ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ମୁଣ୍ଡେଇଲୋ ଛକ ନିକଟରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ପରଜଙ୍ଗ ଥାନା ହାତିଲୋଚାଣୀ ଗାଁର ଦୁର୍ଯ୍ୟୋଧନ କର। ଦୁର୍ଯ୍ୟୋଧନ ନିଜ ସାଇକେଲ ଯୋଗେ ମୁଣ୍ଡେଇଲୋ ଗାଁ ସ୍ଥିତ ଝିଅ ଘରୁ

ରାସ୍ତାରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଗଲେ ୪ଜଣ ଯାତ୍ରୀ

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ତୋରଡାନାଳୀ ଗାଁ ନିକଟରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ୪ଜଣ ଯାତ୍ରୀ। କାରରେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ। ଟାଟା ଇଣ୍ଡିଗୋ କାରଟି ତୋରଡାନାଳୀ ଗାଁରୁ ଯାତ୍ରୀ ନେଇ କୁଟୁରିଆ ପଞ୍ଚାୟତ ଅନ୍ତର୍ଗତ ମା ବିଲେଇଶୁଣିଙ୍କ ଶକ୍ତି

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ , ଥାନାରେ ଅଭିଯୋଗ କଲେ ଭାଇ

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଥାନା ଅନ୍ତର୍ଗତ ଗୋଳାଗାଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ଅନୁସାରେ ଉକ୍ତ ଗାଁର ସିଲା ଚମ୍ପିଆ(୩୨)ଙ୍କୁ ସ୍ୱାମୀ ଅନାଦି ଚମ୍ପିଆ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭାଇ ଦୁଃଖୀରାମ ଲାଗୁରି ।

ହାତୀ ଆକ୍ରମଣରେ ଆହତ କାଳନ୍ଦୀଙ୍କୁ ମିଳୁନାହିଁ ଆର୍ଥିକ ସହାୟତା

ଗତ ଡିସେମ୍ବର ୨୦୨୩ ଦଶ ତାରିଖ ସକାଳ ୫ଟା ବେଳେ ଗଁଦିଆ ବ୍ଲକ ଆଙ୍କୁରଦା ଗ୍ରାମର କାଳନ୍ଦୀ ପ୍ରଧାନ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ l ତାଙ୍କର ଡାହାଣ ଗୋଡ଼ଟି ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ଚାରି ଜାଗାରେ ଭାଙ୍ଗି ଯାଇଛି l ସେ କଟକ ଅଶ୍ୱିନୀ ହସ୍ପିଟାଲରେ ଲକ୍ଷାଧିକ

ଘୋଡ଼ାଡିଆଁ ଗ୍ରାମରେ ଘରପୋଡ଼ି

ଗତକାଲି ବିଳମ୍ବିତ ରାତିରେ ଓଡ଼ାପଡ଼ା ବ୍ଲକ ବଦାଳୋ ପଞ୍ଚାୟତ ଅନ୍ତର୍ଗତ ଘୋଡ଼ାଡିଆଁ ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ସର୍ବସ୍ବାନ୍ତ ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଦିନେଶ ପାତ୍ର ଙ୍କ ପରିବାର ଶୋଇଥିବା ଅବସ୍ଥାରେ ହଠାତ୍ ଚାଳରେ ନିଆଁ ଲାଗି ଜଳି ଉଠିଥିଲା। ଫଳରେ

ୱାର୍ଲଡ୍‌ଷ୍ଟିଲ୍ ପକ୍ଷରୁ କ୍ରମାଗତ ସପ୍ତମ ବର୍ଷ ପାଇଁ ଟାଟା ଷ୍ଟିଲ୍‌କୁ ୨୦୨୪ ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିୟନ…

ନିରନ୍ତର ବିକାଶ ଏବଂ ବିଶ୍ୱସ୍ତରୀୟ ମାନଦଣ୍ଡ ପାଳନ ପାଇଁ ପ୍ରତିଶ୍ରୁତି ବଦ୍ଧତା ଏବଂ କାର୍ଯ୍ୟ ପାଇଁ ଟାଟା ଷ୍ଟିଲକୁ କ୍ରମାଗତ ସପ୍ତମ ବର୍ଷ ପାଇଁ ୱାର୍ଲଡ୍‌ଷ୍ଟିଲ ଦ୍ୱାରା ୨୦୨୪ ଷ୍ଟିଲ୍ ସଷ୍ଟେନେ ବିଲିଟି ଚାମ୍ପିୟନ ମାନ୍ୟତା ମିଳିଛି । ୨୦୧୮ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ
error: Content is protected !!