News
WhatsApp Image 2023-10-04 at 17.25.00
samparksetu
Browsing Tag

#dhenkanal #dhenkanalupdate

ନଦୀରେ ଭାସିଗଲେ ବୃଦ୍ଧା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଗୁଣ୍ଡିଚାନାଳୀ ଗାଁ ରାମିଆଳ ନଦୀରୁ ଜଣେ ନିଖୋଜ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧା ଜଣଙ୍କ କାନପୁରା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିଚାନାଳୀ ମାଝୀସାହିର ଲୁଡୁ ମାଙ୍କଡ଼ିଆ ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ , ଲୁଡୁ ଗତକାଲି

୧୦ ଲକ୍ଷ ଟଙ୍କାର ଭାଙ୍ଗିଲା ଆଇ ଲଭ ଭୁବନ

ଭୁବନ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ମୁକ୍ତା ଯୋଜନା ର ଖର୍ଚ୍ଚ କରୁଛନ୍ତି। ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ନିର୍ମାଣ ରେ ବ୍ୟବହୃତ ସାମଗ୍ରୀ ର ମାନ ଏଭଳି ହୋଇଛି ଯେ ତାହା ଉଦଘାଟନ ପୂର୍ବରୁ ଭାଙ୍ଗି ଯାଇଛି। ଖବର ନେବାରେ ଜଣା ଯାଏ ଯେ, ଭୁବନ ବିଜ୍ଞାପିତ ଅଞ୍ଚଳ

ଅରବିନ୍ଦ କେଜରିୱାଲଙ୍କ ଗିରଫ ବିରୋଧରେ ଗର୍ଜିଲା ଆପ୍

ଆପ୍‌ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗତ କାଲି ଇଡି ଗିରଫ କରିବା ପ୍ରତିବାଦରେ ଢେଙ୍କାନାଳ ଶାଖା ଆପ୍ କର୍ମୀମାନେ ଦଳର ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବିଭିନ୍ନ ନାରାବାଜି ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ

ବ୍ରାହ୍ମଣୀ ନଦୀରେ ନିଖୋଜ ଇଞ୍ଜିନିୟରିଂ ଛାତ୍ର ଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ ଥାନା ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ ନିଖୋଜ ଇଞ୍ଜିନିୟରିଙ୍ଗ ଛାତ୍ରର ମୃତ ଦେହ ଉଦ୍ଧାର କରାଯାଇଛି। ସରାଙ୍ଗ ବ୍ରିଜ ନିକଟରୁ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଗତ କାଲି ଅପରାହ୍ନରେ IGIT କଲେଜର ବିଟେକ ମେଟାଲୋଜି ବିଭାଗର ଶେଷ ବର୍ଷର ଛାତ୍ର ସନତ କୁମାର ମହାଳିକ

ବ୍ୟବସାୟୀ ଙ୍କ ଘର ଉପରକୁ ବୋମା ମାଡ଼ ଘଟଣା ରେ ୨ ଗିରଫ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ମଧ୍ୟରେ ଥିବା ସାଇବିହାର କଲୋନୀ ର ମାଷ୍ଟର ମସଲା କମ୍ପାନୀ ର ମାଲିକ ସରୋଜ ଭୂଷଣ ମହାନ୍ତି ଙ୍କ ଘରେ ଗତ ୧୩ ତାରିଖ ଦୁଇ ଜଣ ଅଭିଯୁକ୍ତ ପାଚେରୀ ଡେଇଁ ବୋମା ଫିଙ୍ଗି ଥିବା ର ଦୃଶ୍ୟ ସିସିଟିଭି ରେ ରେକର୍ଡ ହୋଇଥିବା ଜଣା ପଡିଥିଲା । ଏଥିନେଇ

ଅଗ୍ନିକାଣ୍ଡରେ ଉଜୁଡ଼ି ଗଲା ଆଖୁ କିଆରୀ

କଙ୍କଡ଼ାହାଡ଼ ଥାନା ୩ନଂ କଲୋନୀ ଅନ୍ତର୍ଗତ କଣ୍ଟାପାଳ ଗାଁରେ ଆଖୁ କିଆରୀରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ପ୍ରାୟ ୪ଏକର ଆଖୁ କିଆରୀ ,ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ସୂଚନା ଅନୁଯାୟୀ , କାମାକ୍ଷାନଗର ଥାନା ଖଟଖୁରା ଗାଁର ନୀଳମଣି ପାତ୍ର ନିଜ ମାମୁଁ ଘର କଣ୍ଟାପାଳ ଗାଁରେ

ବିଳମ୍ବିତ ରାତିରେ ବ୍ୟବସାୟୀ ଙ୍କ ଗ୍ୟାରେଜ ରେ ବୋମାମାଡ଼

କାମାକ୍ଷାନଗର ଥାନା ସାଇବିହାର ଲେନ ରେ ଥିବା ମାଷ୍ଟର ଭେରାଇଟ ଷ୍ଟୋର ର ମାଲିକ ସରୋଜ ଭୂଷଣ ମହାନ୍ତି ଙ୍କ ଗ୍ୟାରେଜ ରେ ବିଳମ୍ବିତ ରାତିରେ ବୋମାମାଡ଼ କଲେ ଦୁର୍ବୃତ୍ତ l ଗ୍ୟାରେଜ ରେ ଥିବା ପିକଅପ ଭ୍ୟାନ ସମେତ ଆନୁମାନିକ ୮୦ହଜାର ଟଙ୍କାର ଗୁଟଖା ଜଳିପୋଡି ପାଉଁଶ l ସୂଚନା ଅନୁଯାୟୀ ,

ମହିମା ମହାବିଦ୍ୟାଳୟ ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୂଲ୍ୟ ରେ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ ଉତ୍ସବ ରେ ପଦାର୍ଥ ବିଜ୍ଞାନ ବିଭାଗ ର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଆଦିକନ୍ଦ

ସ୍କୁଟିରୁ ପଡ଼ି ମହିଳା ମୃତ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ମର୍ମନ୍ତୁତ ଦୁର୍ଘଟଣାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ , ହିନ୍ଦୋଳ ବ୍ଲକ ବଡ଼ବାହାଳ ଅଞ୍ଚଳର ପରମାନନ୍ଦ ନାଏକଙ୍କ ସ୍ତ୍ରୀ ସୀତା ନାଏକ(୫୫) ରସୋଳ ତେଲିଭୂଇଁ ସ୍ଥିତ ଏକ କ୍ଲିନିକରେ ସ୍ୱାସ୍ଥ୍ୟ ପରୀକ୍ଷା

ଦୁର୍ଘଟଣାରେ ଚାଲିଗଲା ଜୀଵନ !

ପୁରୁଣା କଟକ ସମ୍ବଲପୁର ରାସ୍ତାର କୋତ୍ତମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଉଛନ୍ତି କଟକ ଟାଙ୍ଗି ଥାନା ସଫା ଗାଁର ମୋହିତ କୁମାର ସ୍ୱାଇଁ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ , ମୋହିତ ଅନୁଗୁଳର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ ,ଆଜି କାମ
error: Content is protected !!