ସାହାଯ୍ୟ ଅପେକ୍ଷାରେ କୃଷ୍ଣ
ସାନ୍ଦା ଗ୍ରାମ ପଞ୍ଚାୟତର ବାଲିପଶି ପଡ଼ା ଗ୍ରାମର କୃଷ୍ଣ ସାହୁ ବିଗତ ଦୁଇ ବର୍ଷରୁ ଅଧିକ ସମୟ ହେବ କିଡନୀ ରୋଗରେ ପୀଡିତ ହୋଇ ବ୍ୟୟବହୁଳ ଚିକିତ୍ସା ଭାରରେ ଆର୍ଥିକ ଅନଟନ ମଧ୍ୟରେ କାଳାତିପାତ କରୁଛନ୍ତି।
ବର୍ତ୍ତମାନ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଅଭାବରୁ ସପରିବାର ଆଶା ଓ ଆଶଙ୍କା!-->!-->!-->…