ରାଏପୁରା ଆଦିବାସୀ ଗ୍ରାମରେ ପାନୀୟ ଜଳ ସମସ୍ୟା
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରାଇତଳା ଗ୍ରାମ ପଞ୍ଚାୟତ ଅଧୀନ ରାଏପୁରା ଗ୍ରାମ ଆଦିବାସୀ ଅଧ୍ୟୁଷିତ ପ୍ରାୟ ୧୦୦ ପରିବାର ଲୋକ ବାସ କରୁଛନ୍ତି l ଗ୍ରାମରେ ଦୁଇଟି ନଳକୂପ ଅଛି। ସେଥି ମଧ୍ୟରୁ ତାରିଣୀ ମନ୍ଦିର ପାଖରେ ଥିବା ନଳକୂପ ରେ ପଞ୍ଚାୟତ ଅଧୀନ ଏକ ସୋଲାର ପାଣି ଟାଙ୍କି!-->…