ବଜ୍ରପାତରେ ୩ ମେଣ୍ଢା ମୃତ
ଓଡ଼ିଶାରେ କାଳ ବୈଶାଖୀ ବର୍ଷା ଲାଗି ରହି ଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ଖାଜୁରିଆ ଗ୍ରାମରେ ବଜ୍ରପାତରେ ଜଳଧର ବେହେରାଙ୍କ ତିନୋଟି ମେଣ୍ଢା ମୃତ୍ୟୁ ବରଣ କରିଛନ୍ତି ଏବଂ ଘଟଣା ସ୍ଥଳରେ ମେଣ୍ଢା ଚରାଉଥିବା ବେଳେ ମେଣ୍ଢା ମାଲିକ ଜଳଧର!-->…