News
WhatsApp Image 2023-10-04 at 17.25.00
samparksetu
Browsing Tag

#dhenkanal #dhenkanalupdate

ଜନଜୀବନ ଅସ୍ତବ୍ୟସ୍ତ କରୁଛି ରାଇସ ମିଲ୍

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କଅଁସରଗୋଡା କଣ୍ଟାବଣି ବସ୍ତୀ ନିକଟରେ ଥିବା ରାଇସମିଲ୍ ଦିନକୁଦିନ ଜନ ଜୀବନ ଅସ୍ତ ବ୍ୟସ୍ତ କରିବାରେ ଲାଗିଛି I ମିଲ୍ ଚାଲୁଥିବା ସମୟରେ ମିଲରୁ ବାହାରିଥିବା ପାଉଁଶ ପାଚେରୀ ବାହାରେ ଗଦା ହୋଇଥିବାରୁ ସାମାନ୍ୟ ପବନରେ ଉଡି ବସ୍ତୀରେ ପଡୁଥିବା ଅଭିଯୋଗ

ଷାଠିଏ ବର୍ଷର ପୁରୁଣା ରାସ୍ତାକୁ ନିଜ ଜାଗା ଦାବିକରି ଖୋଳିଦେଲେ ଜମି ମାଲିକ,ବିଦ୍ୟାଳୟ ନଯାଇ ରାସ୍ତାରେ ବସିଲେ ଛାତ୍ର…

ହିନ୍ଦୋଳ ଉପଖଣ୍ଡ ବୁହାଳିପାଳ ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ସମ୍ମୁଖ ରାସ୍ତାକୁ ନିଜ ଜାଗା ଦର୍ଶାଇ ଶନିବାର ଦିନ ଅଂଳାବେଡା ଗ୍ରାମର ବିରଞ୍ଚି ବିଶ୍ୱାଳ, ଅଭିମନ୍ୟୁ ବିଶ୍ୱାଳ, ଓ ଗଦାଧର ବିଶ୍ୱାଳ ରାସ୍ତାଟି ଜେସିବି ମେସିନ ସାହାଯ୍ୟ ରେ ଖୋଳି ଦେଇଥିବା ବେଳେ ଏ ନେଇ ବୁହାଳି ପାଳ ଗ୍ରାମବାସୀ

ଚୋରା ବନ୍ଧୁକ କାରଖାନା ସହ ବନ୍ଧୁକ ଠାଵ!

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ପୋଲିସ, ଓ ହିନ୍ଦୋଳ ବନବିଭାଗ ଦ୍ୱାରା ପୃଥକ ପୃଥକ ଘଟଣାରେ ବନ୍ଧୁକ କାରରଖାନା ଓ ଜନ୍ତୁ ଶିକାରୀ ଧରା ପଡିଛନ୍ତି । ଖବରରୁ ପ୍ରକାଶ ଜେ ଗତକାଲି ତିନିଜଣ ଜନ୍ତୁ ଶିକାରୀ ଙ୍କୁ ଜଙ୍ଗଲରୁ ଗିରଫ କରିଥିଲା ହିନ୍ଦୋଳ ବନ ବିଭାଗ । ଘଟଣା ସୂତ୍ରରୁ ପ୍ରକାଶ ହିନ୍ଦୋଳ

ଭୂକମ୍ପ ତାଲିକାରେ ଢେଙ୍କାନାଳ !

ଢେଙ୍କାନାଳ ଜିଲ୍ଲା ଭୂକମ୍ପ ପ୍ରବଣ ତାଲିକାର ଜୋନ-୩ରେ ରହିଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସ୍ପଟ ଭାବରେ ଉଲ୍ଲେଖ କରାଯାଇଛି ।ଭୁକମ୍ପ ପ୍ରବଣ ତାଲିକାରେ ରହିଥିଲେ ମଧ୍ୟକୌଣସି ଘର,ଅଟ୍ଟାଳିକା,ବିଦ୍ୟାଳୟ,ମଲ,ଆପାର୍ଟମେଣ୍ଟ ଭୁକମ୍ପ ପ୍ରବଣ ମାନ ଅନୁସାରେ ନିର୍ମାଣ

୩ହଜାର ନେଲେ କିନ୍ତୁ ମିଳିଲାନି ଘର !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପାଟଲା ପଞ୍ଚାୟତ ପାଣୁବେରିଣୀ ଗ୍ରାମର ଉକ୍ତ ଗ୍ରାମର ଅହଲ୍ୟା ସାହୁ ସ୍ବାମୀ ବସନ୍ତ ସାହୁ ଜେକି ଜଣେ ଦିନ ମଜୁରୀଆ ଗରିବ ଶ୍ରେଣୀର ଲୋକ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ କୁ ବାରମ୍ବାର ଯାଉଥିଲେ ମଧ୍ୟ ଘର ଖଣ୍ଡିଏ ମିଳିପାରି ନାହିଁ l କେତେ

ଜନ୍ତୁ ଶୀକାର ପାଇଁ ଉଦ୍ୟମ କରୁଥିବାବେଳେ ଜଙ୍ଗଲରୁ ୩ ଶିକାରୀଙ୍କୁ କାବୁକଲା ବନ ବିଭାଗ

ହିନ୍ଦୋଳ ବନାଞ୍ଚଳର କର୍ଣ୍ଣପୁର ବିଟ ଅନ୍ତର୍ଗତ ପଡା ଗ୍ରାମ୍ୟ ଜଙ୍ଗଲ ମଧ୍ୟରୁ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଜନ୍ତୁ ଶୀକାର ପାଇଁ ଉଦ୍ୟମ କରୁଥିବା ବେଳେ ହିନ୍ଦୋଳ ବନ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ଜଙ୍ଗଲ ମଧ୍ୟରୁ ୩ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଗୋଟିଏ

କାମାକ୍ଷାନଗର ମହୋତ୍ସବ ଉଦଯାପିତ

କାମାକ୍ଷାନଗର ମହୋତ୍ସବ ଆଜି ଉଦଯାପିତ ହୋଇଛି। ଏହି ମହୋତ୍ସବ ରେ ଆଜି ଦିନ ରେ କାମାକ୍ଷାନଗର ଏନ୍ ଏ ସି ଏବଂ ଭୁବନ ଏନ୍ ଏ ସି ମଧ୍ୟ ରେ କ୍ରିକେଟ୍ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ୍ ରେ ଭୁବନ ଏନ୍ ଏ ସି କାମାକ୍ଷାନଗର ଏନ୍ ଏ ସି କୁ ହରାଇ ଚମ୍ପିୟାନ ହୋଇଥିଲା। ପରେ

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ; ଜଣେ ଆହତ ଜଣେ ଗୁରୁତର

କାମାକ୍ଷାନଗର ଥାନା ଲୋକନାଥପୁର ଶାସନ ଅନ୍ତର୍ଗତ ମହୁଲପାଳ ଗ୍ରାମ ର ୨ ଜଣ ବ୍ୟକ୍ତି କାମାକ୍ଷାନଗର ଆସୁଥିବା ବେଳେ କନ୍ତାରିପାଟ ଠାରେ ଭାରସାମ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ କୁ ଚିକିତ୍ସା ପାଇଁ

ଦିନ ଦ୍ବିପ୍ରହରେ ସୁନାହାର ଲୁଟ

ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ମହିମାଗାଦି ର ବାସନ୍ତୀ ନାୟକ ସ୍ୱାମୀ କୁର୍ପାସିନ୍ଧୁ ନାୟକଙ୍କ ଘରେ ଦୁର୍ବୃତ୍ତ ପ୍ରଥମେ କୁର୍ପାସିନ୍ଧୁ ଙ୍କୁ ଶୋଇଥିବା ସମୟରେ କବାଟ ବନ୍ଦ କରିଦେଇଥିଲେ। ଦୁର୍ବୃତ୍ତ ଫୋନ ଆସିଛି ବୋଲି କବାଟ ବାଡେଇଥିଲେ ହଠାତ ବାସନ୍ତୀ ନାୟକ ଖୋଲିଥିଲେ

ଠିକ ସମୟରେ ଆସୁନାହାନ୍ତି ଡାକ୍ତର, ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ଡାକ୍ତରଙ୍କ ମନ ମର୍ଜିରେ ଚାଲିଛି । ନିର୍ଦ୍ଧାରିତ ସମୟରେ ଡାକ୍ତର ନପହଞ୍ଚି ହଲି ଝୁଲି ଘଣ୍ଟାଏ, ଦେଢଘଣ୍ଟା ବିଳମ୍ବରେ ଆସି ପହଞ୍ଚୁଛନ୍ତି । ଏପଟେ ରୋଗୀ ଅପେକ୍ଷା କରି ବସିରହୁଥିବା ବେଳେ ପରିଚାଳନା ପାଇଁ ରହିଥିବା ସୁରକ୍ଷା କର୍ମୀ ବି ରୋଗୀଙ୍କ
error: Content is protected !!