News
WhatsApp Image 2023-10-04 at 17.25.00
samparksetu
Browsing Tag

#dhenkanal #dhenkanalupdate

ଆଖୁ ବାଡିରେ ନିଆଁ ଲାଗି ୪ ଏକରରୁ ଉର୍ଦ୍ଧ୍ବ ଫସଲ ନଷ୍ଟ !

ଆଖୁ ବାଡିରେ ନିଆଁଲାଗି ଚାରି ଏକରରୁ ଉର୍ଦ୍ଧ୍ବ ଫସଲ ନଷ୍ଟ ହୋଇଯାଇଛି ।ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ମଝିପାଳ ମଉଜାରେ। ତେବେ ମୃଦଙ୍ଗା ଓ ମହୁଲପାଳର ଚାଷୀମାନେ ମଝିପାଳ ଏରିଆରେ ଶହଶହ ଏକର ଜମିରେ ଆଖୁ ଚାଷକରି ଢେଙ୍କାନାଳ ଶକ୍ତି ସୁଗାର ମିଲକୁ ବିକ୍ରି କରି

ମୃତ୍ୟୁ ସହ ଲଢେଇ କରୁଥିବା ମେଧାବୀ ଛାତ୍ରୀ ପ୍ରିୟଦର୍ଶନୀ ସାହୁ ଙ୍କୁ ମିଳିଲା ସହାୟତା

ସ୍ୱପ୍ନ ଥିଲା ପାଠ ପଢି ଡାକ୍ତର ହେବାର । ଜୀବନରେ ସଂଘର୍ଷ ମଧ୍ୟ ଚାଲିଥିଲା l ଜଣେ ମେଧାବୀ ଛାତ୍ରୀ ହୋଇ ମନ ଦେଇ ପାଠ ମଧ୍ୟ ପଢୁଥିଲେ ହେଲେ ଏବେ ଦୁଇଟି ଯାକ କିଡନୀ ଖରାପ ପାଇଁ ଜୀଵନ ମରଣ ସହ ଲଢେଇ କରୁଛନ୍ତି । ଘଟଣାଟି ହେଉଛି ,ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଘଟିପିରି ପଞ୍ଚାୟତ

ଜଳିଗଲା ୧୦ ବଖରା ଘର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ଗ୍ରାମପଞ୍ଚାୟତ ର ବିଶ୍ୱନାଥପୁର ଗ୍ରାମରେ ଆଜି ଭୋର ସମୟରେ ୧୦ବଖରା ଘର ପୋଡି ନଷ୍ଟ ହୋଇଯାଇଛି । ଗ୍ରାମର ପବିତ୍ର ପ୍ରଧାନ , ପାଳୁଣୀ ପଧାନ ଓ ସୁମନ ପଧାନ ଙ୍କ ଘର ପଡି ଯାଇଥିବାର ଜଣାପଡିଛି । ନିଆଁ ଲାଗିବା ଦେଖି ଗ୍ରାମ ଲୋକ ଅଗ୍ନିଶମ ବାହିନୀ

କନ୍ୟା

କରନା କରନା ତୁଳନା ତାକୁପୁତ୍ର ମାନଙ୍କ ସହିତେ,ପୁଅ ଝିଅ ପରା ଉଭୟେ ସମାନଏଇ ସାରା ଜଗତେ। ଅଳପ ବୟସେ ବିବାହ କରନାସମ୍ପତ୍ତି ଲୋଭରେ ପଡ଼ି,ତାର ସ୍ୱପ୍ନ, ଆଶା ଆକାଂକ୍ଷା କୁଦିଅନାହିଁ ଜାଳିପୋଡ଼ି। କରନାହିଁ ତାହାର ଭୃଣ ହତ୍ୟାଦଣ୍ଡନୀୟ ଅପରାଧ,ଦୋଷୀ ତୁମେ ଦଣ୍ଡ ନିଶ୍ଚେ ଭୋଗିବଗଣୁଥିବ

୧୦ଟଙ୍କାକୁ ନେଇ ଛୁରା ମାଡ !

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଚନ୍ଦନ ବଜାରରେ ୧୦ଟଙ୍କାକୁ ନେଇ ଜଣେ ଯୁବକଙ୍କୁ ଛୁରା ମାଡ ହୋଇଥିବାର ଜଣାପଡିଛି ।ଚନ୍ଦନ ବଜାରର ଅଜୁ ବେହେରା କୌଣସି କାର୍ଯ୍ୟରେ ନିକଟସ୍ଥ ଚମାର ସାହିକୁ ଯାଇ ଫେରୁଥିଲେ । ଫେରୁଥିବା ସମୟରେ ବିଦ୍ୟାଳୟ ନିକଟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଦଶ ଟଙ୍କା

ଘରୁ ଟାଣିଆଣି କଚାଡିଦେଲା ହାତୀ ,ଯୁବକ ମୃତ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ କୁନୁଆଁ ପ୍ରଧାନୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । କୁନୁଆଁ ପଧାନୀ ଗ୍ରାମରେ ସୁବ୍ରତ ନାଏକ ସପରିବାରେ ଘରେ ଶୋଇଥିବା ବେଳେ ବୁଧବାର ରାତିରେ ହାତୀ ମାଟି କାନ୍ଥ ଭାଙ୍ଗି ଧାନ ଖାଇବାକୁ ଘରେ ପଶି ଯାଇଥିଲା । ହାତୀକୁ ଦେଖି

୨ ମୂଲ୍ୟବାନ ଜୀଵନ ଚାଲିଗଲା ପରେ ପଶିଲା ଚେତା !

ଢେଙ୍କାନାଳ ଜିଲ୍ଳା ୫୫ ନମ୍ବର ଜାତୀୟ ରାଜପଥର ପଞ୍ଚୁପଟି ରେଙ୍ଗାଳୀ କେନାଲ ନିକଟରେ ଭାରସାମ୍ୟ ହରାଇ ଏକ ପର୍ଯ୍ୟଟକ ବସ କେନାଲ ଭିତରକୁ ଖସିପଡିବା ଯୋଗୁ ୨ଜଣ ମହିଳା ଙ୍କର ଶୋଚନୀୟ ମୃତ୍ୟ ଘଟିଥିଲା । ରାସ୍ତାରେ କୌଣସି ଡାଇଭର୍ସନ ମାର୍କର ନଥିବାରୁ ବସଟି କେନାଲ ଭିତରକୁ ଖସି ପଡିଥିଲା ।

ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ଢେଙ୍କାନାଳ ବନଖଣ୍ଡ !

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ଅନ୍ତର୍ଗତ ଦୁଦୁରକୋଟ ନିକଟସ୍ଥ ବାରିହା ରଗଡି ଗ୍ରାମ ନିକଟରେ ଏକ୍ କଲରାପତରିଆ ବାଘର ମୃତ୍ୟୁଘଟିଛି । ବାଘର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ସ୍ପଟ ହୋଇ ନଥିବା ବେଳେ ବାରହା ଶିକାର ପାଇଁ ବିଦ୍ୟୁତ ଫାଶ ନା ବିଷ ପ୍ରକୀୟା ଯୋଗୁ

ଢେଙ୍କାନାଳ ଜିଲ୍ଳା ୬୬୨ କଲେଜ ସଙ୍ଘ ତରଫରୁ କ୍ୟାବିନେଟ ନିଷ୍ପତିର ପ୍ରତିବାଦ

ଢେଙ୍କାନାଳ ଜିଲ୍ଳା ୬୬୨ କଲେଜ ସଙ୍ଘ ତରଫରୁ କ୍ୟାବିନେଟ ନିଷ୍ପତିର ପ୍ରତିବାଦ କରାଯିବା ସହିତ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଗତ ଡିସେମ୍ବର ୩୦ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ନିଷ୍ପତିରେ ଅବିକଳ ୭ମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ପାଇଁ ନିଷ୍ପତି ହୋଇଥିବା
error: Content is protected !!