News
WhatsApp Image 2023-10-04 at 17.25.00
samparksetu

ଚିକିତ୍ସା ନିମନ୍ତେ ଟାଟା ଷ୍ଟିଲରୁ ଗଲା ତରଳ ଅମ୍ଳଜାନ

ଦେଶରେ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା
ଶିଳ୍ପ ଅନୁଷ୍ଠାନକୁ ୨୪ ଘଣ୍ଟିଆ ଅମ୍ଲଜାନ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।

ଏପରିକି ରାଜ୍ୟର ବଳକା ଅକ୍ସିଜେନ ବାହାର ରାଜ୍ୟକୁ ପଠାଯିବା ବେଳେ, ଯେକୌଣସି ରାଜ୍ୟ ଚାହିଁଲେ ଅକ୍ସିଜେନ ଯୋଗାଇବ ଓଡ଼ିଶା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଟାଟା କଳିଙ୍ଗନଗର, ଜେଏସପିଏଲ ଢେଙ୍କାନାଳ ସ୍ଥିତ ବିଏସଏଲ ଟାଟାକୁ ୨୪ ଘଣ୍ଟିଆ ଅମ୍ଲଜାନ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏଭଳି ସାମ୍ପ୍ରଦାୟିକ ପରିସ୍ଥିତି ରେ ତାଳ ମିଳା ଚିକିତ୍ସା ନିମନ୍ତେ ତରଳ ଅମ୍ଳଜାନ ପ୍ରସ୍ତୁତି କରିବା ସହ ଓଡିଶା ମଧ୍ୟରେ ଥିବା ୫୬ ଟି ମେଡ଼ିକାଲ ଏବଂ ତେଲେଙ୍ଗାନା ସ୍ଥିତ ମେଡ଼ିକାଲ କୁ ୧୮୫ ଟନ ତରଳ ଅମ୍ଳଜାନ ସପ୍ଲାଇ କରାଯାଇଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!