News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୩୫୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୩୫୧ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୩୨୩ ଜଣ ଘରୋଇ ସଂଙ୍ଗରୋଧରୁ ଓ ୨୮ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗଁଦିଆ ବ୍ଲକରୁ ୬୮, ହିନ୍ଦୋଳ ବ୍ଲକରୁ ୫୯ ଓ ଏନଏସିରୁ ୧୮, ଓଡ଼ାପଡ଼ା ବ୍ଲକରୁ ୫୮, ଭୁବନ ବ୍ଲକରୁ ୪୩ ଓ ଏନଏସିରୁ ୩ , ଢେଙ୍କାନାଳ ମୁନିସିପାଲିଟିରୁ ୩୨, ସଦର ବ୍ଲକରୁ ୨୭, କାମାକ୍ଷାନଗର ବ୍ଲକରୁ ୨୧ ଓ ଏନଏସିରୁ ୧୦, କଙ୍କଡ଼ାହାଡ଼ ବ୍ଲକରୁ ୫ ଓ ପର୍ଜଙ୍ଗ ବ୍ଲକରୁ ଜଣେ ସଂକ୍ରମିତ ହୋଇଛନ୍ତି ।

ଗଁଦିଆ ବ୍ଲକର ନିହଲପ୍ରସାଦ ୧୮, ପିଙ୍ଗୁଆ ୧୪, କାବେରା ୫, ବଣିଆପଡା ୩, ମଝିପାଳ, ମନ୍ଦାର, ଚଡକମରା, ପଞ୍ଚକେନ୍ଦୁ, ଷଡ଼ଙ୍ଗୀ, କରମୂଳ, ଚଣ୍ଡିଆ, ଗୁଣ୍ଡୁରାପଶି ଗାଁ ରୁ ଦୁଇ ଜଣ ଲେଖାଏଁ ଓ ଖଣ୍ଡବନ୍ଧ, ଦେଓଗାଁ, କୁସିଦା, ଆମ୍ବପଡା, ହାତୀବାରି, ଗଁଦିଆ, ଦଧିସିଙ୍ଗା, ଚିରୁଳେଇ, ନୂଆଗାଁ, ଆତିଣ୍ଡା, ଦୁର୍ଗାପ୍ରସାଦ ଓ ସନ୍ଥପୁର ଗାଁ ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଲକରୁ କାରନ୍ଦା ୪, ରଘୁନାଥପୁର, କାମଦଳେଇ, କୋଥାଳୁ, ପତଳା , ରାଜମୋହନପୁର, ଗୁହ୍ଲେଇ ଗାଁ ର ୩ ଜଣ ଲେଖାଏଁ, ଦିଅରପଶି, ନିମବାହାଳି, ଦୁଦୁ୍ରୁକୋଟ, ଗିରିଧରପ୍ରସାଦ, ଖରଡାଳି, ବାରସିଙ୍ଗା ଗାଁ ର ୨ ଜଣ ଲେଖାଏଁ ଓ ଗଣ୍ଡାନାଳୀ, ଇଶ୍ବରପାଳ, କଳିଙ୍ଗା, ପଞ୍ଚପଡା, ନୂଆକୋଟ, ଗଞ୍ଜରା, ବାହାଲୁଣ୍ଡା, ବାଉଁଶ ପୋଖରୀ, ଖରଡାଳି, ନୂଆଗାଁ, କଙ୍କାଳୁ, କରନପୁର, ସାନହିନ୍ଦୋଳ, ସରଧାପୁର, ରାମପୁରିଆସାହି, ତରକାବେଡା, ମାଧପୁର, କଡଲା, ଖଜୁରିଆକଟା, ବାଲିକିଆରି, ଖଲିବୋରେଇ, ଗୋପାଳପୁର, କଂସା, ଭଗବାନପୁର, ଶରଧାପୁର, ରାସୋଳ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି ।

ସେହିପରି ଓଡ଼ାପଡ଼ା ବ୍ଲକ ବେଲପଡା ୨୮, ମହାଦିଆ ୫, କାଉଁରିଆ ପାଳ ୩, ମୃଦଙ୍ଗାପଲି, ପୋଡାପଡା, ବଳରାମ ପ୍ରସାଦ, ଘୋଡ଼ାଡିଆଁ, ବଳରାମପୁର, ଚାଇଁପୁର, ମହିଧରପୁର, ଧଳପୁର, ଶିବପୁର, ନାଧରା, ଓଡାପଡା, ଏକଘରିଆ, ନୂଆବାଙ୍ଗୁରୁସିଙ୍ଗି, ବ୍ଲକ କଲୋନୀ, ସିମିନଇ, କୋଚିଳାମଡ, ଗୁଣ୍ଡିଚାପଡା, ଅଙ୍କରାନ୍ତିପୁର, ଗାଇଲୋ, କାସିଆଡିହି, ସାରିଆପଦା, କାଣ୍ଡବିନ୍ଧା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଭୁବନ ବ୍ଲକର ଧଳପଡା ୩୦, ଜିରାଳ ୫, ମାଣିତିରି ୩, ମଠକରୋଗଳା, ବାସୁଦେବପୁର, ଯମୁନାକୋଟ, ଅନଳ, ଗୋରଡିଆ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲିଟିର ଦେଉଳ ସାହି ୫, ଭାଗିରଥୀ ବିହାର ୪, ମୀନା ବଜାର, ଭଗବାନ ପୁର ୩ ଜଣ ଲେଖାଏଁ, ଭଗବାନ ପୁର, ଗଣେଶବଜାର ବନମାଳୀ ପ୍ରସାଦ ଅଞ୍ଚଳର ୨ ଜଣ ଲେଖାଏଁ ଓ ଡିଏଚଏଚ, ଦୋଳମଣ୍ଡପ ସାହି, କାଞ୍ଚନ ବଜାର, କୁଞ୍ଜକାନ୍ତ, ସାମଚରଣପୁର, ବିବି ହାଇସ୍କୁଲ, ଗୁଡିଆନାଳୀ, କାଠଗଡା, ତାରିଣୀ ନଗର, ମାଣ୍ଡପାସାହି, ଜୁବୁଲି ଟାଉନ, ସିମିଳିଆ, ଆଠ ନମ୍ବର ଓ୍ବାର୍ଡର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ସଦର ବ୍ଲକର ଦେଓପଡା ୩, କୁମୁନିଙ୍ଗ, ବେଲଟିକିରି, ପତରଭାଗ, ବଳଭଦ୍ର ପୁର, ନୂଆଗାଁ ର ୨ ଜଣ ଲେଖାଏଁ, ନରନପୁର, ନମିଚିରା, ମଙ୍ଗଳପୁର, ବଣସିଂ, ଶୁଆଖାଇକାଟେଣୀ, ସୋଗରପଶି, ନାଗିଆପଶି, କାଇମାଟି, ତରଭା, କୁରୁମଟାଙ୍ଗର, ଗୋବିନ୍ଦପୁର, ଦୁଦୁକାଟେଣୀ, ନୂଆଗାଁ, ରେଗେଡା ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।


କାମାକ୍ଷାନଗର ବ୍ଲକର ପଣ୍ଡୁଆ, ବାଇଁସିଙ୍ଗା ର ୪ ଜଣ ଲେଖାଏଁ, ବାଇସିଙ୍ଗା, ସୋଗର, ଖଣ୍ଟବାଟିର ୨ ଜଣ ଲେଖାଏଁ ଓ ବିଜାଡିହି, ଗୋଡାସାହି, ପଣ୍ଡୁଆ, ନୂଆରାଙ୍କିଆ, ମହୁଲି, ମାଳପୁର, ବାଲିଗୋରଡା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି ।

ହିନ୍ଦୋଳ ଏନଏସିର ରାମପୁରିଆସାହି ୬, ହରିହାଟ ୪, ଗୁଡିଆତୈଳା, କରଣପୁର ଗାଁ ର ୨ ଜଣ ଲେଖାଏଁ ଓ ଭଗବାନ ପୁର, ବନମାଳୀ ପୁର, ଏସଡିଏଚ ହିନ୍ଦୋଳ, ଖାଲତୈଳା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

କଙ୍କଡ଼ାହାଡ଼ ବ୍ଲକର କୋରିହାପାଳ, ହଳଦୀକୁଣ୍ଡି, କୁଳୁବଣିଆକାଟେଣୀ, ରାଇବୋଲ, ବିରୀବୋଲେଇ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ପରଜଙ୍ଗ ବ୍ଲକର କଙ୍କିଳି ଗାଁ ର ଜଣେ ଓ ଡାକ୍ତରଖାନାରୁ ୬ ଜଣ ସଂକ୍ରମିତଙ୍କ ତଥ୍ୟ ମିଳି ନାହିଁ ।

new life
You might also like
error: Content is protected !!