News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୭୮ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଆଜି ଢେଙ୍କାନାଳ ଜିଲ୍ଲାରେ ୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଆକ୍ରାନ୍ତ ଙ୍କ ମଧ୍ୟରୁ ଘରୋଇ ସଙ୍ଗରୋଧ ରୁ ୬୩ ଏବଂ ଚିକିତ୍ସାଳୟରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ କାମାକ୍ଷାନଗର  ବ୍ଲକର  କାକୁଡିଆ ରୁ ୯, ବୁଢ଼ୀବିଲି, କୋଟଗରା ରୁ ୨ ଲେଖାଏଁ , କାନପୁରା ଓ ବାରୁଆଁ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଓଡାପଡ଼ା ବ୍ଲକ ର ଗୋବିନ୍ଦପ୍ରସାଦ ରୁ ୪, ଧଳପୁରରୁ ୩, ଚିନ୍ତାପୋଖରୀ ରୁ ୨, ଖଡଗପ୍ରସାଦ ଓ ଇନ୍ଦିପୁର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଲକ ର ୧୧ ଜଣ ଚିହ୍ନଟଙ୍କ ମଧ୍ୟରୁ ଖଳିଆବନ୍ଧ ଓ ପର୍ବତିଆରୁ ୨ ଲେଖାଏଁ, ମଙ୍ଗଳପୁର, ଚାଉଳିଆ, ବୋରାପଦା, ସପ୍ତଶଯ୍ୟା , କୋଟପାଳ , ଜେନାସାହୁପାଟଣା ଓ ତାଳବରକୋଟ ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲିଟି କାଞ୍ଚନ ବଜାରରୁ ଜଣେ ଗୁଡ଼ିଆନାଳି,ସିମିଳିଆ, ଆନନ୍ଦନଗର, ସାମାଚରଣପୁର, ଚନ୍ଦନ ବଜାର , କୋରିଆଁ, ମାଣ୍ଡବାସାହି ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଫରେଷ୍ଟ କଲୋନୀ  ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କାମାକ୍ଷାନଗର ଏନଏସି ରୁ ୯ ଜଣ,  ଭୁବନ ବ୍ଲକ ଭୁଷଳ, ଚଣ୍ଡୀପାଳ ରୁ ଲେଖାଏଁ , ଯମୁନାକୋଟ , ରାମକୃଷ୍ଣପୁର , କିଙ୍ଗୋଳ , ଓ ବେଣ୍ଟସାଳିଆ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଗଁଦିଆ ବ୍ଲକ ସଂଥପୁର , ବଣେଇପଡା, ଦଣ୍ଡେଇବେରଣୀ, ବାଇନସିଆ ଓ ପଞ୍ଚକେନ୍ଦୁ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ପରଜଙ୍ଗ ବ୍ଲକ କୁନାଲ, ବସନ୍ତ ପଡା, ପରଜଙ୍ଗ, ପାଟବାହାଳ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଳକ ଖଲିବୋରେଇ, ଠୋକର ଓ କଡ଼ଲା ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ, ଭୁବନ ଏନଏସି ରୁ ଜଣେ ଏବଂ ଅନ୍ୟ ଚିକିତ୍ସାଳୟରୁ ଜଣେ ଚିହ୍ନଟ ହୋଇଛନ୍ତି ।

new life
You might also like
error: Content is protected !!