News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୪୮୨ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ଆଜି ୪୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଙ୍କ ମଧ୍ୟରୁ ଘରୋଇ ସଙ୍ଗରୋଧ କେନ୍ଦ୍ର ରୁ ୪୬୭, ଏବଂ ଚିକିତ୍ସାଲୟରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି ।

ଆକ୍ରାନ୍ତ ଙ୍କ ମଧ୍ୟରୁ କଙ୍କଡାହାଡ଼ ବ୍ଲକ ଚାନ୍ଦପୁର ରୁ ୬୮, ମହାବୀର ରୋଡ଼ ୧୩, ଆସନ ବାହାଳି ୬, ରାଇବୋଳ ୫, ଦସିପୁର ୪, ପଙ୍ଗାତିରା ୩,କଙ୍କଡାହାଡ଼ ଡିଯେଏଲ , ଡ଼ଙ୍ଗାପାଳ, ଗତରେଇ ଓ ବାଘମୁଣ୍ଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଲକ ୯୭ ଆକ୍ରାନ୍ତଙ୍କ ମଧ୍ୟରୁ ବିରାଡ଼ିଆରୁ ୨୮, ନାଗିଆ ପଶି ୮, ତିଳପଦା ,ଦାମୋଦର ନାଳୀ, ଛଣବୋଲୁଅ, କଙ୍କଡାହାଡ଼, ବେଲଟିକିରି, ଗୋବିନ୍ଦପୁର ରୁ ୪ ଜଣ ଲେଖାଏଁ, ଡେରାସିଂ ରୁ ୩, ମହୁଲପଡା, ହରେକୃଷ୍ଣ ପୁର, ମଙ୍ଗଳପୁର, ଭାଳିଆବୋଳ କାଟେଣି, ନୂଆଗାଁ ରୁ ୨ ଲେଖାଏଁ, କଙ୍କଡାପାଳ, ତାଳବରକୋଟ, କିଆଝର, ଖଲିଆବନ୍ଧ, ଭଙ୍ଗାମାଳ, ସପ୍ତଶଯ୍ୟା, ବଳଦିଆବନ୍ଧ, ନମିଚିରା, କାକୁଡିଭାଗ, କାଇମାଟି, ରଞ୍ଜା, ଦୁର୍ଗାପ୍ରସାଦ, ନାଠୁଆ, ତରଭା, ଲୋଚପାଳି, ସୋଗରପଶି, ପାରିଖେଦା, ନୂଆଗାଁ ପାଟଣା, ଵନମାଳି ପ୍ରସାଦ, ଭାପିର, ସୁଆଖାଇ କାଟେଣି, ନଡିଆଳି, ମାଣିପୁର ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ପରଜଙ୍ଗ ବ୍ଲକ ୮୦ ଆକ୍ରାନ୍ତ ଙ୍କ ମଧ୍ୟରୁ ସରାଙ୍ଗ ରୁ ୩୭, ଖାଲପାଳ ୯, ଲୋଢ଼ଣି, ନାଉପାଳ, କନ୍ଦରସିଂହା ରୁ ୩ ଲେଖାଏଁ, ଡାମଳ, ବେଳା ବସନ୍ତ, ପଦ୍ମପୋଖରୀ, ବରିହାପୁର, ବଡ଼ଝରା, କଲଲଡା, ଆମ୍ବପଳାସ, ପାଣି ଗେଙ୍ଗୁଟିଆ, ପାତ୍ରପଡା, ହାତୀଲୁଚାଣି, ଚାନ୍ଦପୁର, କଟାବାହାଳ, ଖାଇରାପଶି, ଆକୁଆ ପାଳ ଓ ପରଜଙ୍ଗ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲଟି ରୁ ୬୬ ଜଣ ଚିହ୍ନଟ ହୋଇଥିବା ବେଳେ , କୁଞ୍ଜକାନ୍ତ ରୁ ୯, ଦେଉଳସାହି ୮, ଗୁଡ଼ିଆନାଳୀ ୫, ଟାଉନପ୍ଲାନିଂ, ଦକ୍ଷିଣ କାଳୀ ରୋଡ଼, ରାମେଶ୍ୱର ପୁର, ଦକ୍ଷିଣ କାଳୀ ରୁ ୪ ଲେଖାଏଁ, ଖମାର ସାହି, ହାଉସିଂ ବୋର୍ଡ, ଗଣେସବଜାର, ମିନା ବଜାର ରୁ ୩ ଲେଖାଏଁ, ରାଧାକୃଷ୍ଣ ବଜାର, ଦୁର୍ଗା ବଜାର, ଚାନ୍ଦମାରି ସାହି ଓ ରାଧାକୃଷ୍ଣ ବଜାରରୁ ୨ ଲେଖାଏଁ, ଷ୍ଟେସନ ବଜାର, ମହିଷାପାଟ, ଲକ୍ଷ୍ମୀ ବଜାର, ନୂଆ ଶାସନ, ଅମଲାପଡା, ମହାବୀର ବଜାର , ଭାଗିରଥି ବିହାର, କୋରିଆଁ, ବନମାଳି ପ୍ରସାଦ, କାରିଗର ସାହି ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଲକ ମଡୁଆ କାରନ୍ଦା ରୁ ୪୧, କୁଟୁଣିଆ ୨, ଏନୟୁଏବି, ନୂଆଗାଁ, କଁସରା, ବେଡାପଡା ଓ ଗଇଲୋ ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ାପଡା ବ୍ଳକ ବୃନ୍ଦାବନପୁର ୫, ଧଳପୁର ୪, ଘଟିପିରି ଓ ଇନ୍ଦିପୁର ୩, ବଳରାମ ପ୍ରସାଦ, ମେରାମୁଣ୍ଡଳୀ, ଗୋବିନ୍ଦପ୍ରସାଦ, ମହାଦିଆ ଓ ଦୀନବନ୍ଧୁ ପୁରରୁ ୨ ଜଣ ଲେଖାଏଁ, ଚିନ୍ତାପୋଖରୀ, ସଦର ପିଏସ, ସିମିନଇ, ବଉଳପୁର, କୋଟମ, କଳାଙ୍ଗ, କାଣ୍ଡବିନ୍ଧା, ଅଙ୍କରାନ୍ତି ପୁର , ମହେନ୍ଦ୍ର ପୁର ଇ ମୋଟଙ୍ଗା ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କାମାକ୍ଷାନଗର ବ୍ଲକର ସୋଗର ୨୨, ଜମୁଝରା, ପଣ୍ଡୁଆ, ଖଟଖୁରା ର ୨ ଜଣ ଲେଖାଏଁ ଓ ଶ୍ରୀମୂଳା, ଜଗଦପଡା, କୋଟଗରା, ଅନନ୍ତପୁର, ଇଛାବତୀପୁର, କଦଳୀପାଳ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଗଁଦିଆ ବ୍ଲକର ପିଙ୍ଗୁଆ, ଗଁଦିଆ ର ୨ ଜଣ ଲେଖାଏଁ ଓ ଦେଓଗାଁ, ନୂଆଗାଁ, କୁସିଡା, ଦଧିସିଙ୍ଗା, ଖଙ୍କର ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ଏନଏସିର ପାଟଣା, କମୁଣ୍ଡଳୀ, ଅମଲାପଡାର ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ ଭୁବନ ବ୍ଲକର ଜିରାଳ ଗାଁ ର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ମେଡ଼ିକାଲ ରେ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଦୁଇଦିନିଆ ଆରଟିପିସିଆର ଟେଷ୍ଟ ର ରିପୋର୍ଟ ଗୋଟିଏ ଦିନରେ ଘୋଷଣା କରାଯାଇଥିବା ହେତୁ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟଦିନ ଅପେକ୍ଷା ଅଧିକ ଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!