News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୨୯୧ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୨୯୧ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୨୭୫ ଏବଂ ଡାକ୍ତରଖାନାରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି ।

ଗଁଦିଆ ବ୍ଳକ ନିହଲପ୍ରସାଦ ୮ , ଷଡ଼ଙ୍ଗି ୮ , ବିଧାରପୁର ୬ , ସନ୍ଥସରା ୫ , ଏରନ୍ଦ। ୪ , ସନ୍ଥପୁର ୨ , ବରୋଦା ୨ , ଗୋପାଳ ପୁର ୨, ଇଲେଇଜଙ୍ଗ ୧ , ନାଟିମା ୧ , ଖଙ୍କର ୨, ରାଧାଦେଇପୁର ୧ , ବରସାହି ୧, ଆତିଣ୍ଡା ୧ , ଅଙ୍କରଦା ୧ , ଦେଓଗାଁ ୧ , ଚଢେଇରଗଡ଼ା ୧ , ଚିରୁଳେଇ ୧ , ଦୁଲଂ। ୧ , ଦଧିସିଂହା ୧ , ମର୍ଥ।ପୁର ୧ , ପିଙ୍ଗୁଆ ୧ , ରାଇତଳ। ୧

କାମାକ୍ଷାନଗର ବ୍ଳକ୍ କନ୍ତିଓପୁଟସାହି ୨୧ , କନ୍ତିଓକାଟେଣି ୭ , ଜକା ୬ , ଖୁଣ୍ଟବାଟି ୩ , ସୋଗର ୨ , ଜୁଲଙ୍ଗ ୧ , ଧୋବାବାହାଳି ୧ , ମହୁଲପାଳ ୧ , ବୁଢୀବିଲି ୧ , ତୁମୁସିଂଙ୍ଗା ୧ , ଖଟଖୁରା ୧ , ବ୍ରାହ୍ମଣୀଆ ୧

ପରଜଙ୍ଗ ବ୍ଳକ୍ କୁମୁସି ୧୯ , ପରଜଙ୍ଗ ୫ , ବାଲି ପଶି ୪ , ସାଆନ୍ଦା ୩ , ମୁକ୍ତାପଶି ୧ , ରିଆ ୧ , ଖଇରାପଶି ୧ , ବସନ୍ତପଡ଼ା ୧ , ଶୁଣ୍ଢିକାଟେଣି ୧

ହିନ୍ଦୋଳ ବ୍ଳକ୍ ବାଵନ୍ଧ ୫-, ପଞ୍ଚପଡ଼ା ୩ , ଗୋବିନ୍ଦପୁର ୨ , ଧୋବଣୀନନ୍ଦ ୨ , ବସନ୍ତପୋଖରୀ ୨ , କଡ଼ଲା ୧ , ଗଣ୍ଡାନାଳି ୧ , ଭାପୁର ୧ , ନୂଆକୋଟ ୧ , ଖଲିବୋରେଇ ୧ , ରାସୋଳ ୧, ପଡ଼ା ୧ , ବାରସିଙ୍ଗା ୧, ବେରୁଆଁପାଳ ୧ , ବ୍ରହ୍ମପୁର ୧, ପାଟଲା ୧ , ରାଧାନାଥପୁର ୧ , ଚମ୍ପଟିସାହି ୧ , ଖଜୁରିଆକଟା ୧ , ଖଣ୍ଡତିରି ୧ , କୁଟୁଣୀଆ ୧ , ନିମବାହାଳି ୧ , ସୋରତ ୧ , ମହିଧର ପୁର ୧

ଓଡ଼।ପଡ଼ା ଓସ୍ତପାଳ ୭ , ଘଟିପିରି ୪ , ତଳବାଘ ଲୁଣ୍ଡା ୨ , ବାଛୁରିବାଙ୍କ ୨ , ବଳରାମ ପୁର ୨ , ପଞ୍ଚୁପିଟି ୨ , ଇଣ୍ଡିପୁର ୧, ଓଡ଼ାପଡା ୧ , ଗୁଡିଆକାଟେଣି ୧, ବେଗୁନିଆପାଳ ୧, ମହାଦିଆ ୧ , କଳାଙ୍ଗ ୧ ,;କାଣ୍ଡବିନ୍ଧା ୧ , ବଳରାମପ୍ରସାଦ ୧ , ଗଦାଶିଳା ୧ , ମହିଧରପୁର ୧ , ସୁଧଡିହିକାଟେଣି ୧ , ଇନ୍ଦିପୁର ୧ , ସନ୍ତରାକାଟେଣି ୧

ଢେଙ୍କାନାଳ ମୁନିସିପାଲଟି ଜୁବୁଲି ଟାଉନ ୩ , କୁଞ୍ଜକାନ୍ତ ୨ ଭଗବାନପୁର ୨ , ହାଟରୋଡ଼ ୨ , ହାଉସିଂଗବୋର୍ଡ ୧ ,କରିଆଁ ୧ , ଶ୍ୟାମାଚରଣପୁର ୧ , ମହିଷ।ପାଟ ୧ , ବାଜିଚୌକ ୧ , ଶିମିଳିଆ ୧ , ଅମଲାପଡ଼ା ୧ , ଏନର୍ଜୀ ପିଏସ ୧ , ଏଲଆଇସି ଲେନ ୧ , ବନମାଳିପ୍ରସାଦ ୧ , ଭାଗୀରଥୀବିହାର ୧ , ଗୁଡିଆନାଳି ୧ , ମୀନା ବଜାର ୧ , କାଠଗଡ଼। ୧-, ମୁନିସିପାଲଟି ଅଫିସ ୧ , ଆର ପି ଲେନ ୧ , ଦକ୍ଷିଣକାଳି ୧ , କାଞ୍ଚନ ବଜାର ୧ , ଦେଉଳ ସାହି ୧ , ବଡ଼ସାଠିଆବାଟିଆ ୧

ସଦର ବ୍ଳକ୍ ଗୋବିନ୍ଦପୁର ୭ , କଙ୍କଡ଼ାହାଡ଼ ୨ , ମହୁଲପାଳ ୨ , ଆଉଖମା ୨ , ରଞ୍ଜ। ୨ , ସୋଗରପଶି ୧ , ବଡ଼ପାଳ ୧ , ଦାମୋଦର ନାଳି ୧ , ବଳଭଦ୍ରପୁରଶାସନ ୧ , ନାଗିଆପଶି ୧ , ହରେକୃଷ୍ଣପୁର ୧ , ନୂଆ ଗାଁ ୧ , ବାଲିଆମ୍ବା ୧ , କାଇମାଟି ୧ , ତାଳ ବରକୋଟ ୧ , ନଡିଆଳି ୧ , ତରଭା ୧

କଙ୍କଡାହାଡ଼ ବ୍ଳକ୍ ଗୁରୁଜଙ୍ଗୁଲି ୧୦ , କାଟୁମୁଣ୍ଡା ୧ , ଜାଙ୍ଗୁ ୧ , ଶୀତଳବସା ୧ , କୋଇ ୧ , ପଥରକଟା ୧ ,

ଭୁବନ ବ୍ଳକ୍ ଅଁଳାଝର ୨ , କୁଣ୍ଡା ୨ , ଭୁବନ ୧ , ଏକତାଳି ୧

ଭୁବନ ଏନଏ ସି ୧ , ଅନ୍ୟ ଡାକ୍ତରଖାନାରୁ ୪ ଚିହ୍ନଟ

ଜିଲ୍ଲାରେ ମୋଟ ୪୪ ମୃତ୍ୟୁ ବରଣ କରିଥିବା ବେଳେ ୩୦୨୧ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!