News
WhatsApp Image 2023-10-04 at 17.25.00
samparksetu

ଖତ ଖାଉଛି ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କମଗରା ଶାସନର ଅଙ୍ଗନୱାଡି ନିକଟରେ ଦୀର୍ଘ ବହୁ ଦିନ ହେବ ଏକ ଟ୍ରାନ୍ସଫର୍ମର ସ୍ଥାପନା କରାଯାଇଥିଲା । ଅଞ୍ଚଳ ବାସୀଙ୍କ ସୂଚନା ଅନୁଯାୟୀ ଟ୍ରାନ୍ସଫର୍ମରଟି ବହୁ ଦିନ ସ୍ଥାପନ ପରେ ମଧ୍ୟ ଏହା ଏପର୍ଯ୍ୟନ୍ତ କାର୍ଯ୍ୟରତ ହୋଇପାରି ନାହିଁ, ଫଳରେ ଏହାର ଚାରିପଟେ ବିଭିନ୍ନ ଗଛ ଲତା ଆଶ୍ରୟ ନେବାରେ ଲାଗିଲେଣି ।

ତେବେ ଯଦି ଟ୍ରାନ୍ସଫର୍ମରଟି ନଷ୍ଟ ହେବା ପୂର୍ବରୁ ଚାଲୁ କରାଯାଆନ୍ତା ତେବେ ଅଞ୍ଚଳ ବାସୀ ଉପକୃତ ହୋଇପାରନ୍ତେ ।

new life
You might also like
error: Content is protected !!