News
WhatsApp Image 2023-10-04 at 17.25.00
samparksetu

କପିଳାସ ଅଭୟାରଣ୍ୟ ଭିତରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ କପିଳାସ ଅଭୟାରଣ୍ୟ ରୁ ଆଜି ସକାଳୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି ।

ହାତୀଟିର ମୃତ୍ୟ ପ୍ରାୟ ୪ ଦିନ ତଳେ ଘଟିଥିବା ବେଳେ ହାତୀଙ୍କ ମଧ୍ୟରେ ସଂଘର୍ଷ ଘଟି ଦନ୍ତାଟି ପ୍ରାଣ ହରାଇଛି ବୋଲି ଵ୍ୟଵତ୍ସେଦ ରିପୋର୍ଟ ରୁ ଜଣାଯାଇଛି । ଯାହାର ସୂଚନା ଦେଇଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ।

new life
You might also like
error: Content is protected !!