News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣର ପ୍ରଭାବ ଠିକ ହେଲା ସୋଲାର ପ୍ୟାନେଲ, ଦୁରହେଲା ଜଳ କଷ୍ଟ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁରରେ ୩ଟି ସୋଲାର ପ୍ୟାନେଲ ଲଗାଯାଇଥିବା ବେଳେ ଏହା ମଧ୍ୟରୁ ଗୋଟିଏ ବିଗତ ୩ ମାସ ରୁ ଅଧିକ ହେବ ଅଚଳ ହୋଇପଡିଥିଲା , ଏହା ଭରସାରେ ଅନ୍ୟୁନ୍ୟ ୧୦୦ଟି ପରିବାର ନିର୍ଭରଶୀଳ ଥିଲେ । ତେବେ ଏ ସମସ୍ୟା ନେଇ ଗତ ଜୁନ ୧୭ ତାରିଖ ରେ ଢେଙ୍କାନାଳ ଉପଡେଟ ରେ ଖବର ପ୍ରକାଶ ପାଇଥିଲା ।

ତେବେ ଖବର ଖବର ପ୍ରସାରଣ ର କିଛି ଦିନ ପରେ ଉକ୍ତ ସୋଲାର ପ୍ୟାନେଲ କୁ ସଜଡ଼ା ଯାଇଛି , ପାନୀୟ ଜଳ ପାଇ ଉପକୃତ ହେଇଛନ୍ତି ଗ୍ରାମବାସୀ ।

new life
You might also like
error: Content is protected !!