News
lipub
samparksetu

ଖବର ପ୍ରସାରଣ ପରେ ଚେତିଲେ ପୌରପାଳିକା ଅଧିକାରୀ

ତା୨୩-୨-୨୦୧୯ ରିଖ ଦିନ ଢେଙ୍କାନାଳ ସହରର ବନମାଳୀ ପ୍ରସାଦରେ ପୌରପାଳିକାର ରାସ୍ତା ପ୍ରକଳ୍ପ ଉଦଘାଟନ କରି ସୋଇଥିବା ବେଳେ ୧୧ନଭେମ୍ବର ରେ ଆମେ ଖବର ପ୍ରସାରଣ କରିଥିଲୁ ତେବେ ପୌରପାଳିକା ତତ୍ପର ଦେଖାଇ ଡ୍ରେନ କାମ ସମ୍ପୂର୍ଣ୍ଣ କରିବା ସହ ରାସ୍ତା କାମ ଆରମ୍ଭ କରିଛି । ଏ ନେଇ ସ୍ଥାନିୟ ବାସିନ୍ଦା DhenkanalUpdate କୁ ଧନ୍ୟବାଦ ଜଣାଇଛନ୍ତି ।

new life
You might also like
error: Content is protected !!