News
WhatsApp Image 2023-10-04 at 17.25.00
samparksetu

ଟ୍ରାକ୍ଟର ଚାଳକ ଙ୍କୁ ଛୁରୀ ମାଡ଼

ବାଘମାରି ଠାରେ ଟ୍ରାକ୍ଟର ଚାଳକ କୁ ଛୁରୀ ମାରି ଲହୁ ଲୁହାଣ କଲେ ଦୁର୍ବୃତ୍ତ l ଘଟଣା ଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଭୂଷଳ ପଞ୍ଚାୟତ ର ଜୟପୁର ଗ୍ରାମର ପଡା ଗ୍ରାମ ବାଘମାରି ଠାରେ ଅପରାହ୍ନରେ ଶାମଳ ଗ୍ରାମର କାର୍ତ୍ତିକ ସିଂ ଙ୍କ ପୁଅ ଲକ୍ଷ୍ମଣ ସିଂ ଖତ ଲୋଡ଼ କରି ଆଣୁଥିବା ବେଳେ ରାସ୍ତାରେ ବାଇକ ରଖି ବାଟ ଛେକିଥିଲେ ଜୟପୁର ଗ୍ରାମ ର ମୁରଲୀ ମାଝି ଙ୍କ ପୁଅ ମାନ ମାଝୀ ଓ ରୋହିତ ମଲିକ୍ ପୁଅ ସନ୍ତ ମଲିକ୍ l

ଉଭୟଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ ପରେ ଛୁରୀ ଆକ୍ରମଣ ରେ ଲହୁଲୁହାଣ ହୋଇପଡ଼ିଛନ୍ତି ଲକ୍ଷ୍ମଣ । ଟ୍ରାକ୍ଟର ମାଲିକ ଖବର ପାଇ ଚାଳକ ଙ୍କୁ ଭୁବନ ଡାକ୍ତରଖାନାରେ ଚିକିତ୍ସା କରାଇ ଥାନାରେ ଏତଲା ଦେଇଥିବା ଜଣାପଡିଛି ।

new life
You might also like
error: Content is protected !!