News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଘରୋଇ ସଂଗରୋଧ ରୁ ୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲିଟି ଦକ୍ଷିଣକାଳୀ ୪ , କାଠଗଡ଼ା ୨ , ଚନ୍ଦନବଜାର୧ , ଷ୍ଟେସନ ବଜାର ୧ , ରଥଗଡା ୨ , ଜୁବୁଲି ଟାଉନ ୧ , କାରିଗର ସାହି ୧ , କୋରିଆ ୧ , ଦେଉଳସାହି ୧ , ବୋରାପଦା ୧

କାମାକ୍ଷାନଗର କନ୍ତିଓକାଟେଣି ୧ , କଂଗେଇଲୋ ୧ , ଜଗନ୍ନାଥପୁର ୧ , ବାଇସିଙ୍ଗା ୧ , ସାରୁଆଳି ୧ , ଶିବୁଳ।ପଶି ୧ , ଯାନ୍ତାରିବୋଲ ୧ , ଘଟଘଟିଆ ୧

ହିନ୍ଦୋଳ ବ୍ଳକ୍ ବାଵନ୍ଧ ୧ , କୁମୁରଶିଙ୍ଗା ୧ , ଟୁଟୁପଡା ୪ , ମହାଲୁଣ୍ଡା ୨

ଓଡ଼ ।ପଡ଼ା ବ୍ଳକ୍ ହରିପୁର ୧ , ଗୋବିନ୍ଦପ୍ରସାଦ ୧ , କୁଟିବେରଣା ୧ , ଚାଇଁପୁରପାଟଣା ୧ , ସିମିନଇ ୧ ,କାଉଁରିପାଳ ୧

ସଦର ବ୍ଳକ୍ କୋଇଲିପଙ୍ଗି ୧ , ଖୁଣ୍ଟିଝରୀ ୧ ,;ବେଲଟିକିରି ୧ , ସାରିଅ , ଗୋବିନ୍ଦପୁର ୧

ଗଁଦିଆ ବ୍ଳକ ବାରଦା ୨ , ଗୋପାଳପୁର ୧ , ଭାଲିଆପାଟ ୧

କଙ୍କଡାହାଡ଼ ବ୍ଳକ ମହାବିରୋଡ଼ ୧ , ଢୋଲପଶି ୧ , ତାଣ୍ଡିମୁଣ୍ଡା ୧

ପରଜଙ୍ଗ ବ୍ଳକ୍ ଜୟପୁରାକାଟେଣି ୧ , ବଶୁଲେଇ ୧

ଭୁବନ ବ୍ଳକ୍ ଯମୁନାକୋଟ ୧ , ଗୋଡ଼ା ୧

କାମାକ୍ଷାନଗର ଏନଏସି ୨ , ଭୁବନ ଏନଏସି ୧

ଜିଲ୍ଲାରେ ୯୪ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୭୭୭ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!