News
WhatsApp Image 2023-10-04 at 17.25.00
samparksetu

ମହାମାରି ଅଧିନିୟମ ଏବଂ କରୋନା ପାଇଁ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲାଜଜ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣ ର ପାନେଲ ଲୟାର,PLV ଶ୍ରୀ ପ୍ରଫୁଲ୍ଲ କୁମାର ନାୟକ, ଶ୍ରୀ ସୁଧୀର କୁମାର ନାୟକ, ଶ୍ରୀ ବୈଶିଷ୍ଟ ବରାଳ, ଶ୍ରୀ ଅନୁପ ନାୟକ, ଶ୍ରୀ ଅଶୋକ ନାୟକ, ଶ୍ରୀ ଅଭିରାମ ବାରିକ, ଶ୍ରୀ ଅକ୍ଷୟ ନାୟକ ଉପସ୍ଥିତି ରେ ADR ସମ୍ମିଳନୀ ଗୃହଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଏହି ସିଵିରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମହାମାରୀ ନିୟମ ବିଷୟରେ ବିଷଦ ଭାବରେ ଆଲୋକପାତ କରି ମହାମାରୀ ବ୍ୟାପିବା ଦ୍ଵାରା ଲୋକମାନେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହାର ନିରାକରଣ ବିଷୟରେ ଅବଗତ କରାଇଥିଲେ ।

ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମୟୀ ନନ୍ଦ ସରକାର ଙ୍କ COVID-19 ପାଇଁ ପ୍ରଣିତ ହୋଇଥିବା ବିଭିନ୍ନ ନୀତି, ନିୟମ ବିଷୟରେ ଆଲୋକପାତ କରିଥିଲେ ଏବଂ କାର୍ଯକ୍ରମରେ ଅଂଶ ଗ୍ରହଣ କରିଥିବା ଵାକ୍ତି ମାନଙ୍କୁ ଏହି ନିୟମକୁ ମାନି ଚଳିବା ପାଇଁ ନିଜ ବକ୍ତବ୍ୟରେ ଦର୍ଶାଇଥିଲେ, ଏହି ସିଵିରକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ପରିଚାଳନା କରୁଥିଲେ ଏହି ଶିବିରରେ ଅତିରିକ୍ତ ଜିଲ୍ଲାଜଜ ତଥା ସ୍ବତନ୍ତ୍ର ଜଜ (ଭିଜିଲାନ୍ସ) ଲଳିତ କୁମାର ଦାସ, ପାରିବାରିକ ଅଦାଲତର ବିଚାର ପତି ଦିପ୍ତୀରଞ୍ଜନ କାନୁନଗୋ, ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ମୁକ୍ତିରଞ୍ଜନ ଶତପଥୀ, ବରିଷ୍ଠ ଦେଓ।ନୀଵିଚାରପତି ଶ୍ରୀ ସୁବାସ ଚନ୍ଦ୍ର ଦଳ, ବରିଷ୍ଠ ଦେଓ।ନୀ ଅଦାଲତ (ଏଲ.ଆର.ଓଏଲ.ଟି.ଭି) ବିଚାରପତି ଶ୍ରୀ ସୁଶୀଲ କୁମାର ସାହୁ ଅତିରିକ୍ତ ବରିଷ୍ଠ ଦେୱାନୀ ଅଦାଲତ ବିଚାର ପତି ଶ୍ରୀ ଛାୟାକାନ୍ତ ଦାସ ବରିଷ୍ଠ ଦେୱାନୀ
ବିଚାରପତି (ମହିଳା ଅଦାଲତ) ଶ୍ରୀମତୀ ସାବିତ୍ରୀ ନାୟକ,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ରାଜଶ୍ରୀ ଆର୍ଯଵାଳା ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

new life
You might also like
error: Content is protected !!