News
WhatsApp Image 2023-10-04 at 17.25.00
samparksetu

ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ !

ବାରାହ ଶିକାର ପାଇଁ ବେଆଇନ ଭାବେ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ , ଆଜି ସକାଳେ ବୃଦ୍ଧ ଜଣଙ୍କ ବିଲରେ ଘାସ କାଟିବାକୁ ଯାଇଥିବା ବେଳେ ବିଛାଯାଇଥିବା ବିଦ୍ୟୁତ୍ ତାର ବେକରେ ଲାଗି ଯାଇଥିଲା ଏବଂ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି ।

ମୃତକ ଜଣଙ୍କ ହେଲେ ବଣସିଂହ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଟକାଟେଣି ଗ୍ରାମର ପ୍ରଣଦ ବେହେରା ।

new life
You might also like
error: Content is protected !!