ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଗଣେଶ ପୂଜା ଶେଷ ହୋଇଥିବା ବେଳେ ଆସିଛି ଦଶହରା ,ପରେ ଆସିବ ଲକ୍ଷ୍ମୀପୂଜା । ଏଥି ପାଇଁ ଆରମ୍ଭ ହୋଇଗଲାଣି ସାହସଜ୍ଜା । ଲକ୍ଷ୍ମୀ ପୂଜା ଆସିଲେ ଢେଙ୍କାନାଳ କଥା ମନେପଡେ , କାହିଁକିନା ଏଠାରେ ଖୁବ ଧୂମଧାମରେ ପ୍ରତିବର୍ଷ ନିଆରା ଢଙ୍ଗରେ ପାଳିତ ହୋଇଥାଏ ଲକ୍ଷ୍ମୀପୂଜା ।
୧୯୫୮ ମସିହାରେ ପୂଜା ଆରମ୍ଭ କରିଥିବା ମା' ସୁନ୍ଦରସୁଣି ମାତୃ ଆସ୍ଥାନ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ!-->!-->!-->!-->!-->…
Read More...