ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତବାଇକ କୁ ଧକ୍କା ଦେଲା କାର, ଶାଶୁ ମୃତ ଜ୍ୱାଇଁ ଗୁରୁତରସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ୍ର ଦ୍ୱିତୀୟ ସଂସ୍କରଣଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ଜୁଏଲରୀ ଆସୋସିଏସନ୍ ପକ୍ଷରୁ ଜି.ଏସ୍.ଟି. ଏନଫୋର୍ସମେଂଟ୍ ଟିମ୍ ଚଢାଉର ଘୋର ପ୍ରତିବାଦସମାଜସେବୀ ଦେବୀଦତ୍ତ ମୃତ୍ୟୁ ଘଟଣା ରେ ନୂଆ ଟ୍ଵିଷ୍ଟ ,ଭାଇରାଲ ମୃତ୍ୟୁ ପୂର୍ବର ଭିଡ଼ିଓହାତୀ ଆକ୍ରମଣ ଜଣେ ଗୁରୁତରରାସ୍ତା କଡ଼ରୁ ବେଆଇନ ଗଛ କାଟିବା ଅଭିଯୋଗଶାସୁଘର ବିରୋଧରେ ବଧୁ ହତ୍ୟା ଅଭିଯୋଗରାତି ୧୨ ମଧ୍ୟରେ ଶେଷ ହେବ ଲକ୍ଷ୍ମୀପୂଜା ଭସାଣ ,ସାମିଲ ହେବେ ୨୫ ମେଢ
Recent Posts
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । କମ୍ପାନୀ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଓ ଠିକା କର୍ମଚାରୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ୭୬୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତଦାନ କରିଥିଲେ ।
ଟିଏସଏମ ଅପରେସନ୍ସର ଉପାଧ୍ୟକ୍ଷ ଉତ୍ତମ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ଉଦଘାଟନ କରିବା ସହ ରକ୍ତଦାନ!-->!-->!-->…
Read More...
ବାଇକ କୁ ଧକ୍କା ଦେଲା କାର, ଶାଶୁ ମୃତ ଜ୍ୱାଇଁ ଗୁରୁତର
କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ର ମୁକ୍ତାପଶି ମେଡିକାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ବାଇକ କୁ ଧକ୍କା ଦେଲା କାର l ଶାଶୁ ମୃତ, ଜ୍ୱାଇଁ ଗୁରୁତର l ମୃତ ଶାଶୁ ଜଣକ କଙ୍କିଳି ଗ୍ରାମ ର ରଞ୍ଜ ବିଶ୍ୱାଳ (୫୭) l ସୂଚନା ଅନୁସାରେ ରଞ୍ଜ ଆଜି ଏକ ବାଇକ ଯୋଗେ ନିଜ ଜ୍ୱାଇଁ!-->…
ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ
ଢେଙ୍କାନାଳ ସଦର ବ୍ଲକ ଅର୍ନ୍ତଗତ ଚାଉଳିଆ ଖମାର ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ନଭେମ୍ବର ୧୪ ତାରିଖ ଶିଶୁଦିବସ ଦିନ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ବୈକୁଣ୍ଠ ବିହାରୀ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ବେଚ୍ଛାସେବୀ ସଙ୍ଗଠନ!-->…
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ୍ର ଦ୍ୱିତୀୟ ସଂସ୍କରଣ
ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ ର ଦ୍ୱିତୀୟ ସଂସ୍କରଣ ଘୋଷଣା କରାଯାଇଛି । ୨୦୨୫ ଜାନୁଆରି ୧୧ରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୌଡ଼ କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟର ବାହ୍ୟ ଅଂଚଳରେ ଆୟୋଜିତ!-->…
ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ଜୁଏଲରୀ ଆସୋସିଏସନ୍ ପକ୍ଷରୁ ଜି.ଏସ୍.ଟି. ଏନଫୋର୍ସମେଂଟ୍ ଟିମ୍…
ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ଜୁଏଲରୀ ସଂଘ ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ, ଢେଙ୍କାନାଳ "ବାଣିଜ୍ୟ ଭବନ" ପରିସରରେ ଏକ ଜରୁରୀ ବୈଠକ ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତି ରାଜେଶ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା!-->…