News
lipub
samparksetu

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ ଘଟଣା ଶବ ବ୍ୟବଚ୍ଛେଦ ତଥା ସତ୍କାର ପାଇଁ ୪୦.୦୦୦ଟଙ୍କା ସହାୟତା ରାଶି ପ୍ରଦାନ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବାବନ୍ଧ ବିଟ୍ ଖରିଡାଳି ଗ୍ରାମରେ ଗତକାଲି ହାତୀ ଆକ୍ରମଣରେ ସେହି ଗ୍ରାମର ଦମୟନ୍ତି ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ଶବ ବ୍ୟବଚ୍ଛେଦ ତଥା ସତ୍କାର ପାଇଁ ୪୦.୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କଲା ବନ ବିଭାଗ। ଏନେଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

new life
You might also like
error: Content is protected !!