News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଅପଡ଼େଟରେ ଖବର ପ୍ରସାରଣ ପରେ ପୁନରୁଦ୍ଧାର ହେଲା ବିପଦ ସଙ୍କୁଳ ଖୁଣ୍ଟି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ଗ୍ରାମ କୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ଦୀର୍ଘ ଦିନ ଧରି ପଡିରହିଥିଲା । ତେବେ ଏନେଇ ଢେଙ୍କାନାଳ ଅପଡେଟରେ ଖବର ପ୍ରସାରଣ କରାଯାଇ, ଉପରୋକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଥିଲା ।

ପୂର୍ବରୁ ପ୍ରସାରଣ ହୋଇଥିବା ଖବର

ତେବେ ଆଜି ବିଦ୍ୟୁତ ଖୁଣ୍ଟିଟି ଠିକ୍ ଭାବେ ସଳଖ କରାଯାଇଛି ବୋଲି ସ୍ଥାନୀୟ ବାସିନ୍ଦା ଜଣାଇଛନ୍ତି  । ଅନ୍ୟପଟେ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ଢେଙ୍କାନାଳ ଅପଡେଟ୍ କୁ ପ୍ରଶଂସାର ସୁଅ ଛୁଟିଛି ।

Content © Dhenkanal update

new life
You might also like
error: Content is protected !!