News
lipub
samparksetu

ଖବର ପ୍ରସାରଣ ପରେ ଚେତିଳେ କର୍ତ୍ତୃପକ୍ଷ, ମିଳିଲା କ୍ଷତିପୂରଣ

ଢେଙ୍କାନାଳ ଜିଲ୍ଲା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ କଙ୍କିଳ ଗାଁରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଙ୍କ ବଳଦ ମୃତ୍ୟୁ ବରଣ କରିଥିବା ବେଳେ ଚାଷୀ ଅଳ୍ପକେ ବର୍ତ୍ତିଯାଇଥିଲେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରାଯାଇଥିଲା ।

ପୂର୍ବରୁ ପ୍ରସାରିତ ଖବର

ତେବେ ଖବର ପ୍ରସାରଣ ପରେ ଚେତିଥିଲେ କର୍ତ୍ତୃପକ୍ଷ, ବିଦ୍ୟୁତ୍ ତାରକୁ ସଠିକ୍ ଉଚ୍ଚତା କୁ ନେବା ସହ ବଳଦ ମାଲିକଙ୍କୁ ୩୫୦୦ଟଙ୍କା କ୍ଷତିପୂରଣ ଦିଆଯାଇଛି ।

new life
You might also like
error: Content is protected !!