ଢେଙ୍କାନାଳ ଗଁଦିଆ ବ୍ଲକ ରlଇତଳା ପଞ୍ଚାୟତ ବ୍ରହ୍ମପୁରା ଗ୍ରାମର ରମା ଦେହୁରୀ(୬୧) ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗୋଟିଏ ବଖର ଭଙ୍ଗା ଘରେ ରୋଷେଇ, ନା ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ନା କୌଣସି ପ୍ରକାର ସରକାରୀ ସହାୟତା ।

ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରାଯାଇଥିବା ବେଳେ ଜୁନ୍ ୩୦ ଦିନ ଢେଙ୍କାନାଳ ଉପ ଜିଲ୍ଲାପାଳ ଙ୍କୁ ଭତ୍ତା ପାଇଁ ଅନୁମୋଦନ ମିଳିଛି ବୋଲି ଓଡିଶା ସରକାରଙ୍କ ଏସଏସଇପିଡି ପକ୍ଷରୁ ସୂଚନା ଦିଆଯାଇଛି ।
