News
WhatsApp Image 2023-10-04 at 17.25.00
samparksetu

ବସଷ୍ଟାଣ୍ଡ ସାଜିଛି ଦୁର୍ଘଟଣା ପ୍ରବଣସ୍ଥାନ

କରୋନା କାୟାରେ ସବୁଆଡେ ହାହାକାର ଥିବା ବେଳେ ଧୀରେଧୀରେ ସୁଧାର ଆସୁଛି ପରିସ୍ଥିତିରେ । ଅନଲକ ଆରମ୍ଭ ହୋଇଛି ଚଳପ୍ରଚଳ ଆରମ୍ଭ ହୋଇଛି, ସ୍ୱାଭାବିକ ହେବାରେ ଲାଗିଛି ଧନଜୀବନ ।

ତେବେ ସହର ମଧ୍ୟସ୍ତିତ ଢେଙ୍କାନାଳ ବସଷ୍ଟାଣ୍ଡ ତଥା ସର୍କିଟ ହାଉସ ସମ୍ମୁଖରେ ଥିବା ପିଡବ୍ଲୁଡି ରାସ୍ତାର ଅବସ୍ଥା ସଂକଟାପନ୍ନ ହୋଇପଡ଼ିଛି । ଚଳପ୍ରଚଳ ସ୍ଥାନ ହୋଇଥିବାରୁ ଛୋଟମୋଟ ଦୁର୍ଘଟଣା ଘଟିବା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହା ପର୍ଯ୍ୟାୟକ୍ରମେ ବଢ଼ିବାରେ ଲାଗିଥିବା ବେଳେ କେତେବଳେ କାହାର ଧନଜୀବନ ଚାଲିନଜୀବ କିଏ କହିବ । ତେଣୁ ଏହି ସ୍ଥାନକୁ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ମହଲରେ ଦାବି ହୋଇଛି ।

new life
You might also like
error: Content is protected !!