ଢେଙ୍କାନାଳ ପୋୖରାଞ୍ଚଳ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ରେ ପଡିରହିଥିଲା କୁଢ଼କୁଢ଼ ଅଳିଆ । ସେଗୁଡିକ ପଚି ଖଣ୍ଡ ଅଞ୍ଚଳ ଦୁର୍ଗନ୍ଧ ରେ ନାହିଁ ନଥିବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଥିଲେ ଯେଉଁ ଆଧାର ରେ ଗତ ୩୦ ଅକ୍ଟୋବର ରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା ।

ତେବେ ଖବର ପ୍ରସାରଣ ପରେ ଉକ୍ତ ଘଟଣା କୁ ଗୁରୁତ୍ୱ ଦେଇ ପୌରପାଳିକା ପକ୍ଷରୁ ସଫେଇ କାର୍ଯ୍ୟ ତୁରନ୍ତ କରାଯାଇଛି । ତେବେ ଏ ନେଇ ସ୍ଥାନୀୟ ବାସିନ୍ଦା ଖୁସି ବ୍ୟକ୍ତ କରିଛନ୍ତି ।
