News
lipub
samparksetu

ଖବର ପ୍ରସାରଣ ର ପ୍ରଭାବ; ସଚଳ ହେଲା ସଵଷ୍ଟେସନ୍ ଖୁବଶୀଘ୍ର ଦୂରହେବ ବିଦ୍ୟୁତ୍ ସମସ୍ୟା କର୍ତ୍ତୃପକ୍ଷ ଦେଲେ ସୂଚନା

ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ସୁଆଖାଇ ଗ୍ରାମପଞ୍ଚାୟତ କଳାପାଣି ଛକ ନିକଟରେ ବିଦ୍ୟୁତ ବିଭାଗର ଏକ ସଵଷ୍ଟେସନ୍ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ୩ବର୍ଷ ଧରି ଅଚଳ ଅବସ୍ଥାରେ ପଡିରହିଛି ଫଳରେ ଅନ୍ୟୁନ ୨୦ ଟି ଗ୍ରାମରେ ନାହିଁ ନଥିବା ବିଦ୍ୟୁତ କାଟ ଭଳି ସମସ୍ୟା ଦେଖାଦେଇ ଦେଇଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।

ତେବେ ଏ ନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥଲୁ ତେବେ ଏନେଇ କର୍ତୁପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସଵଷ୍ଟେସନ୍ ଟିକୁ ସଚଳ କରାଇଛନ୍ତି ବୋଲି ସୂଚନା ଦେଇଛନ୍ତି ।

new life
You might also like
error: Content is protected !!