News
lipub
samparksetu

ଜିଲ୍ଲାପରିଷଦ ପାର୍ଥିନି ଶ୍ରୀମତୀ ମମତା ପାଣି ଙ୍କ ନାମାଙ୍କନ ପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପରଜଙ୍ଗ ବ୍ଲକ ଅନ୍ତର୍ଗତ ୩ ନଂ ଜୋନ୍ ରେ ହେବାକୁ ଯାଉଥିବା ଜିଲ୍ଲାପରିଷଦ ଉପନିର୍ବାଚନ ପାଇଁ ମାନ୍ୟବର ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପରିଷଦ ପାର୍ଥିନି ଶ୍ରୀମତୀ ମମତା ପାଣି ମହୋଦୟାଙ୍କ ନାମ ଘୋଷଣା କରିବା ସହ ନାମାଙ୍କନ ପତ୍ର ପ୍ରଦାନ କଲେ ।

new life
You might also like
error: Content is protected !!