News
lipub
samparksetu

ଶୀତୁଆ ସକାଳର ଗରମ ଚା ସହ ବନାନ୍ତୁ ଫ୍ରେଞ୍ଚ ଫ୍ରାଇଜ୍

ଫ୍ରେଞ୍ଚ ଫ୍ରାଇଜ୍ ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ

ଦୁଇ ବଡ ସିଝା ଆଳୁ

ଏକ ଚାରି ଚାମଚ ଜିରା ପାଉଡର

ଚାରି ଚାମଚ ଗୋଲ ମରୀଚ ପାଉଡର

ଏକ ଚାରି ଚାମଚ ଲୁଣ କିମ୍ବା ସ୍ୱାଦାନୁସାରେ

ଏକ ଗିନା ଚୁଡା

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଆମେ ଆଳୁର ଚୋପା ଛଡାଇ ଚକଟି ଦିଅନ୍ତୁ।

ଏବେ ଚୁଡାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ଭଲଭାବେ ପେଶି ଏହାର ପାଉଡର ବନାଇ ଦିଅନ୍ତୁ।

ଏବେ ଚକଟି ରଖିଥିବା ଆଳୁରେ ଲୁଣ ପକାଇ ଜିରା ପାଉଡର ଏବଂ ଗୋଲମରୀଚ ମିଶାଇ ଦିଅନ୍ତୁ।

ଏବେ ଏଥିରେ ଚୁଡାକୁ ଗ୍ରାଇଣ୍ଡିଂ କରିଥିବା ପାଉଡରକୁ ସେଥିରେ ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ମିଶାଇ ସର୍ଭ କରନ୍ତୁ ।

new life
You might also like
error: Content is protected !!