ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ନିମିଧା ଗ୍ରାମର ସେନେଇ ସିଂହ ଙ୍କ ପୁଅ ସୁଧୀର କୁମାର ସିଂହ (୩୫) ଆଜି ଦିନ ପ୍ରାୟ ୯.୩୦ ସମୟରେ ଜଙ୍ଗଲୀ ବାରହା ଆକ୍ରମଣ ର ଶିକାର ହୋଇଛନ୍ତି ।
ତାଙ୍କୁ ଆହତ ଅବସ୍ଥାରେ ମେରାମୁଣ୍ଡଳୀ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ହେଲେ ପରେପରେ ତାଙ୍କୁ କଟକ ବଡ଼ମେଡିକାଲ ରେ ଭର୍ତ୍ତି କରାଯାଇଛି।
